Nirbhaya e-paper will be paid

ଦେୟଯୁକ୍ତ ହେବ ଦୈନିକ ସମ୍ବାଦପତ୍ର ‘ନିର୍ଭୟ’ ଇ-ପେପର । ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ନ୍ୟୁଜ ପ୍ରିଣ୍ଟ ମୂଲ୍ୟ ବୃଦ୍ଧି ଏବଂ ଛାପିବା ପାଇଁ ଖର୍ଚ୍ଚ ବଢ଼ିଚାଲିଥିବା କାରଣରୁ ନିର୍ଭୟ ଇ- ପେପରକୁ ଦେୟଯୁକ୍ତ କରିବାର ନିଷ୍ପତ୍ତି ନିଆଯାଇଛି ।

ଖବର କାଗଜ ଅନେକ ଘାତ ପ୍ରତିଘାତ ସହି ପ୍ରତିଷ୍ଠା ହାସଲ କରିପାରିଛି । ସବୁ କ୍ଷେତ୍ରରେ ନିର୍ଭୟ ନିରପେକ୍ଷ ଭାବେ ସମ୍ବାଦ ପରିବେଷଣ କରିଛି ଏବଂ ଲୋକଙ୍କ ନିକଟରେ ପ୍ରକୃତ ସତ୍ୟକୁ ଉପସ୍ଥାପନ କରିଛି । ଆଗକୁ ମଧ୍ୟ ଏହି ଧାରାକୁ ନିର୍ଭୟ ଆଗେଇ ନେବା ପାଇଁ ପ୍ରତିଶୃତିବଦ୍ଧ ।

ଇ- ପେପର ଦେୟ:

➡️ମାସକୁ ୧୦୦ ଟଙ୍କା
➡️ବର୍ଷକୁ ୧୨୦୦ ଟଙ୍କା

Nirbhaya e-paper will be paid

 

By Nirvay

Leave a Reply

Your email address will not be published. Required fields are marked *