BJD Fact Finding team visit to Phiringimal
ବରଗଡ଼ ନାବାଳିକା ପୋଡ଼ି ମୃତ୍ୟୁ ଘଟଣାକୁ ନେଇ ଫିରିଙ୍ଗିମାଲ ଗାଁରେ ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ।
 
ବରିଷ୍ଠ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ର ନେତୃତ୍ୱ ନେଇଥିଲେ । ପୂର୍ବତନ ମନ୍ତ୍ରୀ ରିତା ସାହୁ ଏବଂ ବିଜେଡି ନେତା ରାଜୁ ଘିବେଲା ମଧ୍ୟ ଉପସ୍ଥିତ ଥିଲେ ।
 
ଉତ୍ତାରଞ୍ଚଳ ଆଇଜିଙ୍କ ଘରୋଇ କଳହରୁ ଆତ୍ମାହୁତି ବୟାନକୁ ଖଣ୍ଡନ କରିଛନ୍ତି ପରିବାର । ତଦନ୍ତ ନ କରି କାହା ଚାପରେ ଆଇଜି ଏଭଳି ବକ୍ତବ୍ୟ ଦେଇଛନ୍ତି ବୋଲି ଛୁରିଆ ଗଣମାଧ୍ୟମକୁ କହିଛନ୍ତି ।
 
 
 

By Nirvay

Leave a Reply

Your email address will not be published. Required fields are marked *