ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଭାରତୀୟ ମହାକାଶଚାରୀ ତଥା ଗୃପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ତାଙ୍କ ସହିତ କଥା ହୋଇ ମହାକାଶରେ ଭାରତର ଗୌରବ ବଢ଼ାଇଥିବାରୁ ତାଙ୍କୁ ଶୁଭକାମନା ଜଣାଇଥିଲେ । ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ସ୍ପେଶ ସେଣ୍ଟର ବା ଆଇଏସଏସ୍ ରହି ମୋଦିଙ୍କ ସହ ସିଧାସଳଖ କଥା ହୋଇଛନ୍ତି । ମହାକାଶରୁ ଭାରତ ମାନଚିତ୍ରରେ ଆମେ ଯାହା ଦେଖୁଛୁ ତାହାଠାରୁ ଅଧିକ ଭବ୍ୟ ଦେଖାଯାଉଛି । ବାହାରୁ ଦେଖିଲେ ଲାଗେ କୌଣସି ବର୍ଡର ନାହିଁ ଦେଶ, ରାଜ୍ୟର । କଥାବାର୍ତ୍ତା କରିବା ସମୟରେ ସେ ତାଙ୍କ ଗୋଡ ବାନ୍ଧି ଦେଇଥିଲେ କାରଣ ସେଠାରେ ଶୂନ୍ୟ ଗୁରୁତ୍ୱାକର୍ଷଣ ଅଛି । Post navigation RAW ବିଭାଗର ମୁଖ୍ୟ ହେଲେ ପରାଗ ଜୈନ