odisha-tourism-conclave-2025-from-june-25
ଓଡ଼ିଶା ହୋଟେଲ ଓ ରେଷ୍ଟୁରାଷ୍ଟ ସଂଘ (ହାରୋ) ପକ୍ଷରୁ ଜୁନ୍ ୨୫ ତାରିଖରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଓଡ଼ିଶା ପର୍ଯ୍ୟଟନ କନ୍‌କ୍ଲେଭ୍‌-୨୦୨୫ ।
 
ଓଡ଼ିଶା ପର୍ଯ୍ୟଟନ କନ୍‌କ୍ଲେଭ୍‌ରେ ପର୍ଯ୍ୟଟନ ଓ ଶିଳ୍ପ ଜଗତର ଖ୍ୟାତନାମା ବ୍ୟକ୍ତିବିଶେଷ, ପ୍ରଶାସକ ଓ ସରକାରୀ ଅଧିକାରୀ ପ୍ରମୁଖ ଯୋଗଦେଇ ନିଜ ନିଜ ମତ ରଖିବେ ।
 
ଭିତ୍ତିଭୂମି ବିକାଶ, ପର୍ଯ୍ୟଟନସ୍ଥଳରେ ହୋଟେଲ୍‌ ନିର୍ମାଣ, ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଏବଂ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ନେଇ ଏହି କନ୍‌କ୍ଲେଭ୍‌ରେ ଆଲୋଚନା ହେବ । ୨୧ ଦିନିଆ ଟୁର୍‌ ବ୍ୟବସ୍ଥା ମଧ୍ୟ ସ୍ଥାନ ପାଇବ ।
 
 

By Nirvay

Leave a Reply

Your email address will not be published. Required fields are marked *