Indus Water Treaty To Remain In Abeyance

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଭାରତକୁ ନେଇ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଛାନିଆ ହୋଇଥିବାର ଦେଖିବାକୁ ମିଳିଛି ।ପିଓକେରେ ହଜାରେ ମଦ୍ରାସା ବନ୍ଦ କଲା ପାକିସ୍ତାନ । ସୀମାନ୍ତରେ ରହୁଥିବା ନାଗରିକଙ୍କୁ ୨ ମାସର ରାସନ ମହଜୁଦ ରଖିବାକୁ ନିଜ ନିର୍ଦ୍ଦେଶ ଦେଇଛି ପାକିସ୍ତାନର ନିର୍ଦ୍ଦେଶ ।ଭାରତ ପଟୁ ଆକ୍ରମଣ ଆଶଙ୍କାରେ ପାକିସ୍ତାନର ପଦକ୍ଷେପ ନିଆଯାଇଥିବା ସୂଚନା ।

 

Leave a Reply

Your email address will not be published. Required fields are marked *