MP Sulata Deo voted in favour of Waqf Amendment Bill
ୱକ୍‌ଫ ସଂଶୋଧନ ସପକ୍ଷରେ ଭୋଟ୍‌ ଦେଇଥିବା କହିଲେ ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ । ବିବେକ ଅନୁସାରେ ଭୋଟ୍‌ ଦେବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିବା ଦେଓ କହିଛନ୍ତି ।
 
ରାଜ୍ୟସଭାରେ ବିଜେଡିର ୭ ସଦସ୍ୟ ଥିବାବେଳେ ୪ ଜଣ ବୋଧ ହୁଏ ସପକ୍ଷରେ ଭୋଟ୍‌ ଦେଇଛୁ, ଜଣେ ଅନୁପସ୍ଥିତ ଥିଲେ, ୨ ଜଣ ବୋଧେ ବିପକ୍ଷରେ ଭୋଟ୍‌ ଦେଇଛନ୍ତି ବୋଲି ସୁଲତା ଦେଓ କହିଛନ୍ତି । 
 
ଆଗରୁ ବିଲ୍‌କୁ ବିଜୁ ଜନତା ଦଳ ଜୋରଦାର ବିରୋଧ କରୁଥିବାବେଳେ ଭୋଟିଂ ବେଳେ ବିବେକ ଅନୁସାରେ ବିଲ୍ ସପକ୍ଷରେ ମତ ରଖିବାକୁ ବିଜେଡି ସାଂସଦ ସସ୍ମିତ ପାତ୍ର  ସୋସିଆଲ୍ ମିଡିଆ ପୋଷ୍ଟ କରିଥିଲେ ।
 

By Nirvay

Leave a Reply

Your email address will not be published. Required fields are marked *