WhatsApp down globally
ସାରା ବିଶ୍ୱରେ ଡାଉନ ହେଲା ହ୍ଵାଟ୍ସଆପ ମେସେଜିଂ ଆପ୍ ହ୍ଵାଟ୍ସଆପ ସଂଧ୍ୟାରୁ ଡାଉନ୍ ହୋଇଛି । ତେଣୁ ମେସେଜ୍ ପଠାଇବା ସହ ଷ୍ଟାଟସ୍ ଅପଲୋଡିଂରେ ସମସ୍ୟା ଦେଖାଦେଇଛି ।
 
ଭାରତ ସମେତ ସାରା ବିଶ୍ୱରେ ଡାଉନ୍ ଅଛି ଏହି ମେସେଜିଂ ଆପ୍ଲିକେସନ୍ । ତେବେ ଏ ନେଇ ହ୍ଵାଟ୍ସଆପ ପକ୍ଷରୁ କୌଣସି ବିବୃତି ଦିଆଯାଇନାହିଁ ।

By Nirvay

Leave a Reply

Your email address will not be published. Required fields are marked *