Mahanadi riverfront Project soon

ଖୁବଶୀଘ୍ର ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ପ୍ରକଳ୍ପ ପାଇଁ ୨୨୦ କୋଟି ଖର୍ଚ୍ଚ ହେବା ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ରିଭର ଫ୍ରଣ୍ଟ ପ୍ରକଳ୍ପ ଡିପିଆର୍‌କୁ ସରକାର ଅନୁମୋଦନ କରିଛନ୍ତି ।

ଆସନ୍ତା ବାଲିଯାତ୍ରା ସୁଦ୍ଧା ପ୍ରଥମ ଫେଜ୍‌ କାମ ସାରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି । ଏହି କାମକୁ ସିଡିଏ ତ୍ୱରାନ୍ୱିତ କରିବ ।

By Nirvay

Leave a Reply

Your email address will not be published. Required fields are marked *