ମହାଶିବରାତ୍ରି ରେ ଲିଙ୍ଗରାଜ ପୀଠ ରେ ମହାଦୀପ ଉଠିବା ସମୟରେ ଘଟିଛି ବଡ ଅଘଟଣ । ମହାଦୀପ ଧରି ଉପରକୁ ଉଠୁଥିବା ବେଳେ ପଡି ଆହତ ହୋଇଛନ୍ତି ସେବାୟତ । ଯାହା ଲକ୍ଷଲକ୍ଷ ଭକ୍ତଙ୍କୁ ନିରାଶ କରିଛି । ଗୁରୁତର ଅବସ୍ଥାରେ ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ରାତି ୧୦ ଟାରେ ମହାଦୀପ ଉଠିବା ନେଇ ସମୟ ଧାର୍ଯ୍ୟ କରାଯାଇଥିବାବେଳେ ପାଖାପାଖି ୪୫ ମିନିଟ୍ ବିଳମ୍ବ ହୋଇଛି । Post navigation ବିଜେପି ରାଜ୍ୟ ସଭାପତି ନିଯୁକ୍ତି ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା ଭୋର ୪ଟା ୩୫ରେ ଆଖଣ୍ଡଳମଣି ପୀଠରେ ଉଠିଲା ମହାଦୀପ