Pradeep Purohit writes to Amit Shah for protection of Gandhamardan hill

ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ।

ଗନ୍ଧମାର୍ଦ୍ଦନ ସହ ଐତିହାସିକ, ସାଂସ୍କୃତିକ, ଧାର୍ମିକ ଭାବାବେଗ ରହିଛି । ଠାରେ ବକ୍ସାଇଟ୍‌, ଚୁନ ପଥର, ଗ୍ରେନାଇଟ୍‌ ଆଦି ଭରି ରହିଛି । ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼ରେ ୨ଟି ପ୍ରମୁଖ ନଦୀ, ବହୁ ଝରଣା ଓ ଦୁର୍ଲଭ ବନୌଷଧିର ଭଣ୍ଡାର ରହିଛି ।

ବିଭିନ୍ନ ସମୟରେ ଗନ୍ଧମାର୍ଦ୍ଦନରେ ବିଭିନ୍ନ ସରକାର ସମୟରେ ଖଣି ଖନନର ପ୍ରୟାସ କରାଯାଇଛି । କଂଗ୍ରେସ ସରକାର ୪୭ ବର୍ଷ ପାଇଁ ବାଲ୍‌କୋକୁ ଲିଜ୍‌ ଦେଇଛି । ଏହି ପରିପେକ୍ଷୀରେ ଗୃହ ମନ୍ତ୍ରୀ ଗନ୍ଧମାର୍ଦ୍ଦନ ପର୍ବତ ଗସ୍ତ କରି ଅନୁଧ୍ୟାନ କଲେ ଏହାର ସଂରକ୍ଷଣ ସମ୍ଭବ ହୋଇପାରିବ ବୋଲି ପ୍ରଦୀପ ପୁରୋହିତ ଲେଖିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *