ପୂର୍ବ ନବୀନ ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ୧ ଲକ୍ଷ ୫୦ ହଜାର ପଦବୀ ଖାଲି ପଡ଼ିଥିବା ଦର୍ଶାଇ ସରକାର ୨ ବର୍ଷରେ ୭୫ ହଜାର ନିଯୁକ୍ତି ଦେବେ ବୋଲି ସେ ଆଶ୍ୱାସନା ଦେଇଥିଲେ ।

ସୁଶାସନ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟରେ ଖୁବ୍‌ ଶୀଘ୍ର ୨୦ ହଜାର ଶିକ୍ଷକଙ୍କ ନିଯୁକ୍ତି ନେଇ ଘୋଷଣା କରିଥିଲେ ।

ସଶକ୍ତିକରଣ ନାଁରେ ମହିଳାଙ୍କୁ, ବୋନସ୍ ଦେବେ କହି ଚାଷୀଙ୍କୁ, ଓ ଚାକିରି ଦେବା ନାଁରେ ଯୁବକ ଯୁବତୀଙ୍କୁ ଠକିଥିଲେ ପୂର୍ବ ସରକାର ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

By Nirvay

Leave a Reply

Your email address will not be published. Required fields are marked *