ଏଥର ଅନ୍ଲାଇନ ଅଟୋ ଓ କାର୍ ସରକାର ଚଳାଇବେ। ରାଜ୍ୟ ସରକାର ଅନ୍ଲାଇନ ଅଟୋ ଓ କାର୍ ସେବା ଯୋଗାଇବେ। ଖୁବଶୀଘ୍ର ଏହି ଯାତ୍ରୀ ସେବା ଆରମ୍ଭ ହେବ। ରାଜ୍ୟ ପରିବହନ କମିଶନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର, କଟକ ଓ ପୁରୀରେ ଯାତ୍ରୀଙ୍କୁ ଏହି ସେବା ମିଳିବ।
One Step Ahead