Tag: Govt

Konark Land Recovery: ସରକାରୀ ଖାତାକୁ ଫେରିଲା କୋଣାର୍କର ୧୧ ଏକର ଜମି

ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟସ୍ଥ ବହୁମୂଲ୍ୟ ଜମିକୁ ନେଇ ଆସିଛି ଏକ ବଡ଼ ଐତିହାସିକ ରାୟ । ଜବରଦଖଲକାରୀଙ୍କ ନିକଟରୁ ପ୍ରାୟ ୧୧ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମି ପୁନର୍ବାର ସରକାରୀ ଖାତାକୁ ଫେରିଆସିଛି । କୋଣାର୍କ ହେଲିପ୍ୟାଡ୍…

MMDR Act Controversy: ଏସ୍ଏମ୍‌ଡିଆର୍ : ତଥ୍ୟ ଲୁଚାଉଛନ୍ତି ସରକାର

ସଂଶୋଧିତ ଏସ୍ଏମ୍‌ଡିଆର୍ ଆଇନକୁ ନେଇ ବିରୋଧୀ ଦଳର ଚାପ ବଢ଼ୁଛି ସରକାରଙ୍କ ଉପରେ। ଏପର୍ଯ୍ୟନ୍ତ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ । କିନ୍ତୁ ବିଧାନସଭାରେ ଯେଉଁ ଉତ୍ତର ରଖୁଛନ୍ତି ଖଣି ମନ୍ତ୍ରୀ, ତାହା ସୂଚାଇ ଦେଉଛି ଯେ ସରକାର ଅନ୍ଧାରରେ ଅଛନ୍ତି…

Govt To Launch Digital Prescription App: ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବାକୁ ଡିଜିଟାଲ୍‌ ପ୍ରେସ୍କ୍ରିପ୍ସନ୍: ମୁକେଶ ମହାଲିଙ୍ଗ

ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସ୍ୱଚ୍ଛ କରିବା ପାଇଁ ଓଡ଼ିଶା ସରକାର ଏକ ନୂଆ ଡିଜିଟାଲ୍ ହେଲ୍‌ଥ ଆପ୍‌ ଲଞ୍ଚ୍ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହି ଆପ୍‌ ମାଧ୍ୟମରେ ଡିଜିଟାଲ୍/ଇଲେକ୍ଟ୍ରୋନିକ୍ ପ୍ରେସ୍କ୍ରିପସନ୍‌କୁ ପ୍ରୋତ୍ସାହିତ କରାଯିବା ସହ ସାଧାରଣ…

ସରକାର ଚଳାଇବେ ଅନ୍‌ଲାଇନ ଅଟୋ ଓ କାର୍‌

ଏଥର ଅନ୍‌ଲାଇନ ଅଟୋ ଓ କାର୍‌ ସରକାର ଚଳାଇବେ। ରାଜ୍ୟ ସରକାର ଅନ୍‌ଲାଇନ ଅଟୋ ଓ କାର୍‌ ସେବା ଯୋଗାଇବେ। ଖୁବଶୀଘ୍ର ଏହି ଯାତ୍ରୀ ସେବା ଆରମ୍ଭ ହେବ। ରାଜ୍ୟ ପରିବହନ କମିଶନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।…

ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ମିଳିବ ସରକାରୀ ପଟ୍ଟା

ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ସରକାରୀ ପଟ୍ଟା ଦିଆଯିବ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏ ନେଇ ବିଧାନସଭାରେ ଘୋଷଣା କରିଛନ୍ତି। ୨୪ ବର୍ଷ ଧରି ବିଜେଡି ସରକାରରେ ଥିବାବେଳେ ଅନେକ ଶିକ୍ଷାନୁଷ୍ଠାନର ନିଜସ୍ବ ଜମି ନାହିଁ। ଅନ୍ୟ କାହା ଜମିରେ…

ଆକ୍ସନ ମୋଡ଼ରେ ମୋହନ ସରକାର: ବୁଲିଲା ବୁଲଡୋଜର

ଜବରଦଖଲ ଉଛେଦ ନେଇ ଆକ୍ସନ ମୋଡ଼କୁ ଆସିଛନ୍ତି ମୋହନ ସରକାର । ଝାରସୁଗୁଡ଼ା ବନ୍ଧବାହାଲରେ ପ୍ରଥମ ବୁଲଡୋଜର ଭୁଲିଛି । ଆପରାଧିକ ମାମଲାରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଦୋକାନ ଭଙ୍ଗା ହୋଇଛି। ମାଂସ ଦୋକାନ, ଗ୍ୟାରେଜ ଓ ରାସନ ଦୋକାନରେ ବୁଲଡୋଜର…

କାଲି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିବ କେନ୍ଦ୍ର କ୍ୟାବିନେଟ ବୈଠକ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କାଲି ବସିବାକୁ ଯାଉଛି କେନ୍ଦ୍ର କ୍ୟାବିନେଟ ବୈଠକ । ଏହି ବୈଠକ ସକାଳ ୧୦ଟା ୩୦ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିବାକୁ ଯାଉଛି । ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ…