ସାମୁଦ୍ରିକ ବିବାଦ ମାମଲାର ଶୁଣାଣି କରି ପାରାଦୀପରେ ପୁଣି ଜାହାଜ ଜବତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପାରାଦୀପ ବନ୍ଦରରେ ରହିଛି ଏମଭି ୱାଡି ଆଲବୋଷ୍ଟାନ ଜାହାଜ। ଲୁହାପଥର ନେଇ ପାରାଦୀପ ଆସିଛି ଇଜିପ୍ଟର ଜାହାଜ। ଆବେଦନକାରୀ ସଂସ୍ଥା ଜାହାଜଠୁ ୪ କୋଟି ଟଙ୍କା ଦାବି କରିଛି। ଲୋ ସଲଫର୍ ମେରାଇନ୍ ଗ୍ୟାସ୍‌ ଅଏଲ୍ ଯୋଗାଣକୁ ନେଇ ଦାବି ଉଠିଛି।

Leave a Reply

Your email address will not be published. Required fields are marked *