ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍। ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ବଜେଟରେ ମିଲେଟ୍ ଚାଷ ପାଇଁ ମୋହନ ସରକାର ଶ୍ରୀ ଅନ୍ନ ଅଭିଯାନ ଆରମ୍ଭ କରିଛନ୍ତି । ମିଲେଟ୍ ଚାଷ ପାଇଁ ଶ୍ରୀ ଅନ୍ନ ଅଭିଯାନ ବଜେଟରେ ୬୪୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । Post navigation ଓଡ଼ିଶା ବଜେଟ୍: ମୋ ସ୍କୁଲ ଯୋଜନାର ନାଁ ବଦଳି ହେଲା ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ଓଡ଼ିଶା ବଜେଟ୍: ବଦଳିଲା ମେକ୍ ଇନ୍ ଓଡ଼ିଶା, ହେଲା ଉତ୍କର୍ଷ ଉତ୍କଳ