ନେପାଳର ରାଜଧାନୀ କାଠମାଣ୍ଡୁରେ ବୁଧବାର ବଡ ଧରଣର ଅଘଟଣ ଘଟିଛି । ଉଡାଣ ଭରିଥିବା ବିମାନ ଦୁର୍ଘଟଣାଗ୍ରସ୍ତ ପରେ ନିଆଁ ଲାଗିଯାଇଛି । ଏଥିରେ ୧୯ ଜଣ ଯାତ୍ରୀ ଥିଲେ। ନେପାଳର କାଠମାଣ୍ଡୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡାଣ ଭରିଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଡାଣ ଭରିବା ପରେ ରନୱେରୁ ଖସି ପଡିଥିଲା ବିମାନ । ଏହାପରେ ବିମାନରେ ନିଆଁ ଲାଗି ଯାଇଥିଲା । ୧୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ପାଇଲଟ ଏବେ ଚିକିତ୍ସାଧୀନ ଅଛନ୍ତି ।

Leave a Reply

Your email address will not be published. Required fields are marked *