ଗୁଣୁପୁର ଶ୍ରମ ବିଭାଗ କାର୍ଯ୍ୟାଳୟରେ ସହାୟତା ରାଶି ପ୍ରଦାନରେ ଚଞ୍ଚକତା ଅଭିଯୋଗରେ ଭିଜିଲାନ୍ସର ଖୋଳତାଡ଼ । ଭିଜିଲାନ୍ସର ଏହି ୪ ଜଣିଆ ଟିମ୍ ଯାଞ୍ଚ କରୁଥିବା ସୂଚନା ମିଳିଛି । ସୂଚନା ମୁତାବକ, ଜିଲ୍ଳା ଶ୍ରମ ବିଭାଗରେ ନିର୍ମାଣ ଶ୍ରମିକଙ୍କୁ ମୃତ୍ୟୁକାଳନୀ ସହାୟତା ରାଶି ପ୍ରଦାନରେ ଦୁର୍ନୀତି ହୋଇଥିବା ଅଭିଯୋଗ ଘଟଣାରେ ରାଜ୍ୟ ସରକାର ଜିଲ୍ଲା ଶ୍ରମ ଅଧିକାରିଣୀ ଜଶ୍ମିନ ଶୁଭଦର୍ଶନୀ ସାହୁଙ୍କୁ ଆଜି ନିଲମ୍ବନ କରାଯାଇଛି। ଚଞ୍ଚକତା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିବା ପରେ ଘଟଣାକୁ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସସ୍ପେଣ୍ଡ କରିଥିଲା ଶ୍ରମ ବିଭାଗ । Post navigation ଖୁବ୍ଶୀଘ୍ର ରତ୍ନଭଣ୍ଡାର ତାରିଖ ହେବ ଘୋଷଣା: ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀ