ଯାଜପୁର ଜିଲ୍ଲା ଧର୍ମଶାଳା ଭବନ ପରିସର ଢାବାରେ ଲାଗିଲା ତାଲା। ବଲେ ବଲେ ଢାବାରେ ତାଲା ଲଗାଇଲା ଧର୍ମଶାଳା ବ୍ଲକ ପ୍ରଶାସନ। ୩ ଦିନ ମଧ୍ୟରେ ଉକ୍ତ ଢାବା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ବିଜେଡି ନେତ୍ରୀଙ୍କ ନାଁରେ ଢାବା ଲିଜ୍ ଦିଆଯାଇଥିବା ସୂଚନା ମିଳିଛି। Post navigation ନିଟ୍ ବିବାଦ: ବିଜେଡି ସାଂସଦଙ୍କ ପ୍ରତିବାଦ ଆଇପିଏସ ଆଶିଷ ସିଂ ଜୁନ ୩ରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି: ପୁଲିସ ଡିଜି