ବିଜେଡିର ଅଣଓଡ଼ିଆ ପ୍ରୀତି ପାଇଁ ବାରମ୍ବାର ଅସମ୍ମାନିତ ହେଉଛନ୍ତି ଆମ ବରପୁତ୍ର। ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଏକାଧିକ ଥର ‘କଣ୍ଠକବି’ ଉଚ୍ଚାରଣ କରି ଅସମ୍ମାନ କରିଥିଲେ ଉପସ୍ଥାପିକା। ଆଉ ଆଜି ସମ୍ବଲପୁର ସଭାରେ ସ୍ବଭାବ କବିଙ୍କୁ ସନ୍ଥକବି କହି କହି ଅପମାନିତ କରିଛନ୍ତି ଖୋଦ ନବୀନଙ୍କ ଉତ୍ତରାଧିକାରୀ ବୋଲାଉଥିବା ପାଣ୍ଡିଆନ ବାବୁ।ସମ୍ବଲପୁର ଭରା ସଭାରେ ସନ୍ଥକବି ଗଙ୍ଗାଧର କହିବା ସହ ସନ୍ଥକବି ଭୀମଭୋଇଙ୍କୁ କେବଳ କବି କହିଲେ। ତେବେ ଏହାକୁ ସ୍ଲିପ ଅଫ୍‌ ଟଙ୍ଗ୍‌ କହି ଘଣ୍ଟ ଘୋଡେ଼ଇ ଦେଲେ ବିଜେଡି ନେତା ରୋହିତ ପୂଜାରୀ।

By Nirvay

Leave a Reply

Your email address will not be published. Required fields are marked *