ଭୁବନେଶ୍ୱରରେ ଆୟକର ବିଭାଗର ଚଢ଼ାଉ ସମୟରେ ବିପୁଳ ଟଙ୍କା ଜବତ ହୋଇଛି। ଗାଡ଼ି ଭିତରୁ ମିଳିଛି ନଗଦ ୫କୋଟି ଟଙ୍କା । ସୂର୍ଯ୍ୟନଗର ଅଞ୍ଚଳରୁ ଏକ ଫର୍ଚୁନର କାରରୁ ଜବତ ହେଲା ଟଙ୍କା। ତେବେ କାରଟି ଜଣେ କଂଟ୍ରାକ୍ଟରଙ୍କ ବୋଲି ଜଣା ପଡ଼ିଛି । SBI ମୁଖ୍ୟ ଶାଖାରେ ଜବତ ଟଙ୍କା ଜମା କରାଯାଉଥିବା ସୂଚନା। ଏତେ ଟଙ୍କା କାହାର, କେଉଁ ଉଦ୍ଦେଶ୍ୟର ଅଣାଯାଇଥିଲା ତାହା ଅସ୍ପଷ୍ଟ ଅଛି। ତେବେ ଏନେଇ ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି। Post navigation ବିଜେଡିକୁ ଭୋଟ ଦେବା ବିଜେପିକୁ ଭୋଟ ଦେବା ସହ ସମାନ : ଜୟରାମ ରମେଶ ୧୬ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ