ଭୁବନେଶ୍ୱର ମଧ୍ୟ ଆସନକୁ ନେଇ ବିଜେଡି ଅଡ଼ୁଆରେ ପଡ଼ିଛି । କର୍ପୋରେଟର ଅମରେଶ ଜେନା (ବାଇଆଁ) ନିଜ ଶକ୍ତି ପ୍ରଦର୍ଶନ ଜାରି ରଖିଛନ୍ତି । ବିଧାୟକ ଅନନ୍ତ ଜେନାଙ୍କ ବିରୋଧରେ ନବୀନ ନିବାସରେ ଫେରାଦ ହେଲେ ୪୫ରୁ ଅଧିକ ପୂର୍ବତନ କର୍ପୋରେଟର ଓ କର୍ମୀ । ଅମରେଶ ଜେନାଙ୍କୁ ଟିକଟ ଦେବା ଲବିରେ ଫେରାଦ ହେଲେ ବିଜେଡି କର୍ମୀ । କେବଳ ଅମରେଶ ଜେନାଙ୍କ ପାଇଁ ହିଁ ସମର୍ଥନ ରହିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି । Post navigation ଶଙ୍ଖ ଫୁଙ୍କିଲେ ଚିରଞ୍ଜୀବ ବିଶ୍ୱାଳ ଓ ସୁକାନ୍ତ ନାୟକ ପଦ୍ମ ଧରିଲେ ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକ