ମେଣ୍ଟ ଚର୍ଚ୍ଚାର ପୂର୍ଣ୍ଣଛେଦ ପଡ଼ିବା ପରେ ଅନେକ ରାଜନେତା ନିଜର ପ୍ରତିକ୍ରିୟା ଦେଇଛନ୍ତି। ବିଜେପି ରାଜ୍ୟରେ ଏକାକୀ ଲଢ଼ିବା ନେଇ ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ସିଂ ତୋମରଙ୍କ ମନ୍ତବ୍ୟ ସାମ୍ନାକୁ ଆସିଛ।

ସେ କହିଛନ୍ତି କି ବିଜେଡି ସରକାର ବିରୋଧରେ ଲୋକଙ୍କ ଭିତରେ ଆକ୍ରୋଣ ଅଛି। ସେ କହିଛନ୍ତି କି ସରକାର ଚଳାଉଥିବା ସୁପର ସିଏମ୍‌ଙ୍କ ପାଣ୍ଡିଆନଙ୍କୁ ନେଇ ମଧ୍ୟ ଲୋକଙ୍କ ଭିତରେ ଆକ୍ରୋଶ ରହିଛି।

By Nirvay

Leave a Reply

Your email address will not be published. Required fields are marked *