୨୦୦୧ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଆର୍.ଏସ୍. ଗୋପାଳନ୍ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି । ସ୍ୱାସ୍ଥ୍ୟଗତ ଓ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ଆବେଦନ କରିଥିବା ଜଣାପଡ଼ିଛି । ଗୋପାଳନ ଗତ ୨ ବର୍ଷ ଧରି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱରେ ଥିଲେ । ବର୍ତ୍ତମାନ ସେ ଅବକାରୀ ବିଭାଗର ସଚିବ ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି । ତାଙ୍କ ଚାକିରି ଅବଧି ଶେଷ ହେବାକୁ ପ୍ରାୟ ଦେଢ଼ ବର୍ଷ ବାକି ଥିବାବେଳେ ସେ VRS ପାଇଁ ଆବେଦନ କରିଛନ୍ତି । ତାଙ୍କ କାର୍ଯ୍ୟକାଳ ୨୦୨୮ ଜୁନ୍ରେ ଶେଷ ହେବାକୁ ଥିଲା । Post navigation Student Union Polls Likely on October 15: ଅକ୍ଟୋବର ୧୫ରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ