ଦେବଗଡ଼ ଜିଲ୍ଲା କିଛି ଅଞ୍ଚଳ ଓ ଛେଣ୍ଡିପଦାରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୯ ରେକର୍ଡ କରାଯାଇଛି। ସୋମବାର ବିଳମ୍ବିତ ରାତିରେ କିଛି ସେକେଣ୍ଡ ପାଇଁ ଭୂମି କମ୍ପିବା ପରେ ଭୟଭୀତ ହୋଇ ସ୍ଥାନୀୟ ଲୋକମାନେ ନିଜ ନିଜ ଘରୁ ବାହାରକୁ ବାହାରି ଆସିଥିଲେ। ଭୂପୃଷ୍ଠରୁ ପ୍ରାୟ ୨୦ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରବିନ୍ଦୁ ରହିଥିବା ରେକର୍ଡ କରାଯାଇଛି। ତେବେ ସୌଭାଗ୍ୟବଶତଃ, ଏହି ଭୂକମ୍ପ ଝଟକା ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ଆହାତ ହୋଇନାହାନ୍ତି । Post navigation Congress to Gherao CM’s Residence: ବିଧାନସଭା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ କଂଗ୍ରେସ Vigilance Raids Sambalpur Asst Director: ଭିଜିଲାନ୍ସ ଜାଲରେ ସମ୍ବଲପୁର କାରଖାନା ଓ ବଏଲର ସହକାରୀ ନିର୍ଦ୍ଦେଶକ