ଶ୍ରୀମନ୍ଦିର ପ୍ରଶାସନ ଓ ଗଜପତିଙ୍କ ତାଗିଦ୍‌ ସତ୍ତ୍ବେ ମାନୁନି ଇସ୍କନ। କାଲିଫର୍ଣ୍ଣିଆରେ ଶ୍ରାବଣ ମାସରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଆୟୋଜନ କରିଛି ଇସ୍କନ, ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ସମେତ ବିଶ୍ୱବ୍ୟାପୀ ପ୍ରବାସୀ ଓଡ଼ିଆଙ୍କ ମନରେ ଗଭୀର କ୍ଷୋଭ ଓ ଉଦ୍‌ବେଗ ପ୍ରକାଶ ପାଇଛି। ଏହାପରେ ଆସନ୍ତା ୨୩ ତାରିଖରେ ସେଠାରେ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି। ଶ୍ରୀମନ୍ଦିରର ଶାସ୍ତ୍ରୀୟ ପରମ୍ପରା ଓ ନୀତି-ନିୟମକୁ ଅବମାନନା କରି ଇସ୍କନର ଏଭଳି ମନମୁଖୀ କାର୍ଯ୍ୟକଳାପକୁ ନେଇ ସବୁଠି ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *