ବହୁ ଚର୍ଚ୍ଚିତ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଜିଆରପି କନଷ୍ଟେବଲ ସୌମ୍ୟରଞ୍ଜନ ସାହୁ ହତ୍ୟା ମାମଲା ତଦନ୍ତର ୯୦ ଦିନ ପୂରଣ ହେବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଭୁବନେଶ୍ୱର ଏସଡିଜେଏମ୍ (SDJM) କୋର୍ଟରେ କ୍ରାଇମବ୍ରାଞ୍ଚ ୭୬୭ ପୃଷ୍ଠାର ଏହି ଚାର୍ଜସିଟ୍ ଦାଖଲ କରିଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ମୋଟ ୨୦ ଜଣଙ୍କୁ ଗିରଫ କରିଥିବାବେଳେ ଚାର୍ଜସିଟରେ ୧୧ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି । ଅନ୍ୟ ଗିରଫ ୯ ଜଣଙ୍କ ବିରୋଧରେ ପ୍ରମାଣ ମିଳିନଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଉଲ୍ଲେଖ କରିଛି । Post navigation Textbook Error Case: Cuttack Special SC/ST Court Grants Conditional Bail To Manoj Padhi Bangladeshi Migrants: ଟ୍ୱିନ୍ ସିଟିରୁ ଆଉ ୬ ବାଂଲାଦେଶୀ ଚିହ୍ନଟ, ଖୁବ୍ଶୀଘ୍ର ଓଡ଼ିଶାରୁ ହେବେ ବିଦା