Day: 26 October 2026

Madhusudan Dash Assigned to Lead Nuapada Relief Work: ବାତ୍ୟା ଅର୍ଣ୍ଣବ ମୁକାବିଲା: ନୁଆପଡ଼ା ଜିଲ୍ଲା ପାଇଁ ବରିଷ୍ଠ ଆଇ.ଏ.ଏସ୍. ଅଧିକାରୀ ମଧୁସୂଦନ ଦାସଙ୍କୁ ମିଳିଲା ନିଯୁକ୍ତି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଓ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ଜନସ୍ୱାର୍ଥ ଏବଂ ତତ୍ପରତାକୁ ପ୍ରାଥମିକତା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଜରୁରୀ ନିର୍ଦ୍ଦେଶନାମା…

Fire scare at Delhi's North Block housing ministries

दिल्ली में केंद्रीय सचिवालय के नॉर्थ ब्लॉक से निकला घना धुआं, मौके पर पहुंचीं दमकल की गाड़ि

नई दिल्ली के नॉर्थ ब्लॉक में आग लगने की सूचना मिली । ब्रिटिशकालीन इस ऐतिहासिक प्रशासनिक इमारत में केंद्रीय गृह मंत्रालय और वित्त मंत्रालय के कार्यालय स्थित हैं । यहाँ…

BJD Slams BJP Over Puri Habisyali Misery: ପୁରୀରେ ହବିଷ୍ୟାଳୀ ମା’ମାନଙ୍କୁ ସୁବିଧା ଯୋଗାଇବାରେ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ପବିତ୍ର କାର୍ତ୍ତିକ ମାସ ଅବସରରେ ଶ୍ରୀକ୍ଷେତ୍ର ପୁରୀକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଏବଂ ରାଧାଦାମୋଦର ବ୍ରତ ପାଳନ ପାଇଁ ଆସିଥିବା ହଜାର ହଜାର ହବିଷ୍ୟାଳୀ ମା’ମାନଙ୍କ ଦୁର୍ଦ୍ଦଶା ରାଜ୍ୟ ସରକାରଙ୍କ ଅବ୍ୟବସ୍ଥାକୁ ପଦାରେ ପକାଇଛି। ହବିଷ୍ୟାଳୀ ମା’ମାନଙ୍କ ରହଣି, ଖାଦ୍ୟ, ଚିକିତ୍ସା…

Cyclone Alert in Odisha: ଦକ୍ଷିଣ ଓଡ଼ିଶା ଉପରେ ବାତ୍ୟା ଅର୍ଣ୍ଣବର ପ୍ରଭାବ: ୬୦ରୁ ୮୦ କି.ମି. ବେଗରେ ପବନ ବହିବା ନେଇ IMD ଡିଜିଙ୍କ ସତର୍କ ସୂଚନା

ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର କାୟା ବିସ୍ତାରକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ବ୍ୟାପକ ସତର୍କତା ଜାରି କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଘଣ୍ଟାପ୍ରତି ୬୦ରୁ ୮୦…

Odisha Man Dies in Haryana Police Custody: ହରିୟାଣା ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ

ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଏକ ଗଞ୍ଜେଇ ଚାଲାଣ ମାମଲାରେ ହରିୟାଣା ପୁଲିସ ଦ୍ୱାରା ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ମାଲକାନଗିରି ଥାନା ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ମୃତକ ଜଣକ ହେଲେ ମାଲକାନଗିରି ଜିଲ୍ଲାର ଏମ୍.ପି.ଭି-୭୫ ଗ୍ରାମର…

Indian Army Debunks Deepfake Video Falsely Claiming Chinese Control Over Arunachal Pradesh

अरुणाचल प्रदेश में चीनी कब्जे का झूठा दावा करने वाला डीपफेक वीडियो का भारतीय सेना ने किया खारिज

भारतीय सेना के आधिकारिक ‘फैक्ट चेक’ अकाउंट ने लोगों से अपील की है कि वे किसी भी छेड़छाड़ किए गए वीडियो को फैलाने से पहले उसकी सच्चाई की जांच कर…

Odisha Prepares for Cyclone Arnab: ବାତ୍ୟା ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା: ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

ଓଡ଼ିଶାରେ ଆସନ୍ତା ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତିକୁ ବ୍ୟାପକ କରାଯାଇଛି। କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ…

Sultanpur court acquits Rahul Gandhi in defamation case over remarks against Amit Shah

अमित शाह के खिलाफ 2018 की टिप्पणी से जुड़े मानहानि मामले में राहुल गांधी बरी

सुल्तानपुर की एक अदालत ने सोमवार को कांग्रेस नेता राहुल गांधी को मानहानि के एक मामले में बरी कर दिया। यह मामला 2018 के कर्नाटक विधानसभा चुनाव से पहले बेंगलुरु…

Kartik Brata 2026: ପବିତ୍ର କାର୍ତ୍ତିକ ମାସ ଆରମ୍ଭ: ପୁରୀରେ ହବିଷ୍ୟାଳୀଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା

ପବିତ୍ର କାର୍ତ୍ତିକ ମାସର ଶୁଭାରମ୍ଭ ସହିତ ଶ୍ରୀକ୍ଷେତ୍ର ପୁରୀ ଆଧ୍ୟାତ୍ମିକମୟ ହୋଇଉଠିଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ ହବିଷ୍ୟାଳୀ ପବିତ୍ର ବ୍ରତ ପାଳନ ପାଇଁ ପୁରୀରେ ପହଞ୍ଚିଛନ୍ତି । ଏହି ମାସସାରା ଭକ୍ତମାନେ…

Cyclone ‘Arnab’ Threat: ବଙ୍ଗୋପସାଗରରେ ବାତ୍ୟା ‘ଅର୍ଣ୍ଣବ’ର ଭୟାବହ ରୂପ, ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଏକ ଶକ୍ତିଶାଳୀ ବାତ୍ୟା ‘ଅର୍ଣ୍ଣବ’ର ରୂପ ନେଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ବାତ୍ୟାଟି ଆଜି ରାତି ସୁଦ୍ଧା ଆହୁରି ଅଧିକ ଘନୀଭୂତ ହୋଇ ଏକ ଭୀଷଣ ବାତ୍ୟାର ରୂପ ଧାରଣ…