Month: April 2026

Mohammed Moquim Launches New party: ଲୋକାର୍ପିତ ହେଲା ଓଡ଼ିଶା ଜନତା କଂଗ୍ରେସ

ଲୋକାର୍ପିତ ହୋଇଛି ଓଡ଼ିଶା ଜନତା କଂଗ୍ରେସ । ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଛି ଏହି ନୂଆ ଦଳ। ଆଜି ବିଧିବଦ୍ଧ ଭାବେ ଏହାର ମୂଳଦୂଆ ପଡ଼ିଥିବା ବେଳେ ପ୍ରଦର୍ଶନୀ ପଡ଼ିଆରେ ଓଡ଼ିଶା ଜନତା କଂଗ୍ରେସର ଲୋକାର୍ପଣ ଉତ୍ସବ…

Slot Booking System for Jagannath Darshan: ଖୁବ୍‌ ଶୀଘ୍ର ସ୍ଲଟ୍‌ ବୁକିଂ ମାଧ୍ୟମରେ ଆରମ୍ଭ ହେବ ଶ୍ରୀମନ୍ଦିର ଦର୍ଶନ: ପୃଥ୍ୱୀରାଜ ହରିଚନ୍ଦନ

ଖୁବ୍‌ ଶୀଘ୍ର ସ୍ଲଟ୍‌ ବୁକିଂ ମାଧ୍ୟମରେ ଆରମ୍ଭ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଉଭୟ ଲାଇନ ଓ ସ୍ଲଟ୍‌ ବୁକିଂ ଦର୍ଶନ ଜାରି ରହିବା ନେଇ…

Assam CM’s Visit Odisha: ଦିନିକିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ନିର୍ବାଚନ ଫଳାଫଳ ପୂର୍ବରୁ ଦିନିକିଆ ଓଡ଼ିଶା ଗସ୍ତ । ପୁରୀରେ ମହାପ୍ରଭୁଙ୍କ ଦର୍ଶନ ସାରି ଗୌହାଟୀ ଫେରିଯିବେ । ନିର୍ବାଚନ ଫଳାଫଳ ଆସିବାକୁ ବାକି ଥିବା ବେଳେ ହିମନ୍ତଙ୍କ ଏହି ପୁରୀ ଗସ୍ତ…

Samrat Choudhary Takes Oath As The CM of Bihar: ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ

ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ସମ୍ରାଟ ଚୌଧୁରୀ। ବିହାରର ୨୧ ତମ ମୁଖ୍ୟମନ୍ତ୍ରୀଙ୍କ ସମେତ ଶପଥ ଗ୍ରହଣ ସମାରୋହରେ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । JDU କୋଟାରୁ ବିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର…

Today Banakalagi Niti: ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି; ୪ ଘଣ୍ଟା ଜଗା ଦର୍ଶନ ବନ୍ଦ

ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ। ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି । ବୈଶାଖ କୃଷ୍ଣ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେବ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର, ମହାସ୍ନାନ କରାଯିବ। ସେଥିପାଇଁ ୪ଘଣ୍ଟା ବନ୍ଦ ରହିବ…

New Posts for OUSSSC: OUSSSC ପାଇଁ ୭୨ଟି ନୂତନ ପଦବୀ ସୃଷ୍ଟି କରିବାକୁ ସରକାରଙ୍କ ଅନୁମୋଦନ

ଓଡ଼ିଶା ସରକାର ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OUSSSC)ର ସାଂସ୍ଥାଗତ କ୍ଷମତାକୁ ସୁଦୃଢ଼ କରିବା ଏବଂ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା ପାଇଁ ୭୨ଟି ନୂତନ ପଦବୀ ସୃଷ୍ଟି କରିବାକୁ ଅନୁମୋଦନ କରିଛନ୍ତି। ଏଥିରେ ସଚିବ, ଅତିରିକ୍ତ ସଚିବ,…

Vedanta Blast in Chhattisgarh: ଛତିଶଗଡ଼ର ବେଦାନ୍ତ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ; ୧୨ ମୃତ, ଅନେକ ଆହତ

ମଙ୍ଗଳବାର ଦିନ ଅପରାହ୍ନରେ ଛତିଶଗଡ଼ର ଶକ୍ତି ଜିଲ୍ଲାରେ ବେଦାନ୍ତ ଲିମିଟେଡ୍ ଦ୍ୱାରା ପରିଚାଳିତ ଏକ ପାୱାର ପ୍ଲାଣ୍ଟରେ ଏକ ବଡ଼ ବିସ୍ଫୋରଣ ଘଟି ୧୨ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି । ଅପରାହ୍ନରେ ନିୟମିତ କାର୍ଯ୍ୟ…

Constitution Tungi in Athagarh: ଆଠଗଡ଼ ବ୍ଳକର ପ୍ରତି ପଞ୍ଚାୟତରେ ହେବ ସମ୍ବିଧାନ ଟୁଙ୍ଗି

ଆଠଗଡ଼ ବ୍ଳକର ପ୍ରତି ପଞ୍ଚାୟତରେ ସମ୍ବିଧାନ ଟୁଙ୍ଗି ସ୍ଥାପନ କରିବା ପାଇଁ ଆଠଗଡ଼ ବିଧାୟକ ରାଜା ସ୍ୱାଇଁ ସୂଚନା ଦେଇଛନ୍ତି । ଭାଗବତ ଟୁଙ୍ଗି ବଦଳରେ ସମ୍ବିଧାନ ଟୁଙ୍ଗି ସ୍ଥାପନ କରିବା ପାଇଁ ସେ ଘୋଷଣା କରିଛନ୍ତି । ସମ୍ବିଧାନ ଟୁଙ୍ଗିରେ…

Subhadra Yojana Registration: ୫ ଦିନ ବଢିପାରେ ସୁଭଦ୍ରା ପଞ୍ଚିକରଣର ଅବଧି; ସଙ୍କେତ ଦେଲେ ଉପମୁଖ୍ୟମନ୍ତ୍ରୀ

ଆହୁରି ୫ ଦିନ ବଢିପାରେ ସୁଭଦ୍ରା ପଞ୍ଚିକରଣର ଅବଧି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ଏ ନେଇ ଆଜି ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ପଞ୍ଜିକରଣ ଅବଧି ବୃଦ୍ଧି ନେଇ ସଙ୍କେତ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ୨୧ ରୁ ୬୦ ବର୍ଷ…

Nitish Kumar Resigns: ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

ବିହାର ରାଜନୀତିରେ ମଙ୍ଗଳବାର ଦିନ ଏକ ଐତିହାସିକ ଯୁଗର ଅବସାନ ଘଟିଛି । ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ନୀତିଶ କୁମାର ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ନୀତିଶ କୁମାର ଦଶନ୍ଧି ଧରି ରାଜ୍ୟ କ୍ଷମତାର…