Month: October 2025

Odisha Celebrates Gajalaxmi Puja and Kumar Purnima with Festive Fervour

ଆଜି ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା; ସାରା ଓଡିଶା ଉତ୍ସବମୁଖର

ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା । ଏହି ଅବସରରରେ ଗାଁ ଠାରୁ ସହର ସବୁଠି ଚଳଚଞ୍ଚଳ ଓ ଉତ୍ସବମୁଖର ପରିବେଶ ଲାଗିରହିଛି । ସବୁଠି ଆଧ୍ୟାତ୍ମିକତାର ପରିବେଶ । ପୂର୍ଣ୍ଣ ଚନ୍ଦ୍ରର ଆଲୋକମାଳାରେ ଆଶିଷ ବାଢ଼ିବା ପାଇଁ…

କଟକ ଭସାଣି ସମୟରେ ଅଶାନ୍ତି ଘଟଣା: ୮ ଗିରଫ

କଟକ ଦଶହରା ସମୟରେ ଦୁର୍ଗାପୂଜା ମେଢ଼ ଭସାଣ ବେଳେ କଟକ ସହରରେ ଆରମ୍ଭ ହୋଇଥିବା ଉତ୍ତେଜନା ଘଟଣାରେ ୮ ଜଣ ଗିରଫ। ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ । ସେ କହିଛନ୍ତି କଟକ ସହରରେ…

Commissionerate Police issues guidelines over Cuttack clash

କଟକ ଗୋଷ୍ଠୀ ସଂଘର୍ଷ ଘଟଣାରେ ନିର୍ଦ୍ଦେଶାବଳୀ ଜାରି କରିଛି କମିଶନରେଟ ପୋଲିସ

କଟକ ସହରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଉତ୍ତେଜନା, ହିଂସାତ୍ମକ ପରିସ୍ଥିତି ନେଇ କମିଶନରେଟ ପୋଲିସ ନିର୍ଦ୍ଦେଶାବଳୀ ଜାରି କରିଛି । କଟକରେ ହୋଇଥିବା ସମ୍ପ୍ରତି ଗୋଷ୍ଠୀ ସଂଘର୍ଷ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ…

Odisha cm announces--projects worth rs-1100-crore-for-poll-bound-nuapada/

ନୂଆପଡ଼ା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୧୧୦୧ କୋଟି ଟଙ୍କାର ଭେଟି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ୧,୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୯୫୭ଟି ବିକାଶମୂଳକ ନୂତନ ପ୍ରକଳ୍ପର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଜଳସେଚନ…

ବିଜଦ ଦଲାଲକୁ ଭାଜପାରେ ମିଶାଇଲା କିଏ ?

ଏସ୍‌ଆଇ ପରୀକ୍ଷା ସ୍କାମର ମୁଖ୍ୟ ଦଲାଲ ହେଉଛନ୍ତି ଶଙ୍କର ପୃଷ୍ଟି । ତାଙ୍କୁ ଏ ପର୍ଯ୍ୟନ୍ତ ପୁଲିସ ଧରିପାରି ନାହିଁ । ତାଙ୍କୁ ନେଇ ଭାଜପା-ବିଜଦ ମଧ୍ୟରେ କଳି ଆରମ୍ଭ ହୋଇଥିବାବେଳେ ଏବେ ସେ ଭାଜପାରେ ବୋଲି କୁହାଯାଉଛି । ନିର୍ବାଚନ…

ପର ପାପ ବୋଝ ବୋହିଲେ ବାମ୍ଫ ନବା ଥୟ

ହଜାର ଥର କହି ସାରିଲୁଣି ଯେ, ମୋହନ ସରକାର କାହିଁକି ନବୀନ ସରକାରଙ୍କ ପାପ ବୋଝ ମୁଣ୍ଡେଇବାକୁ ସୁଖ ପାଉଚନ୍ତି ? ପଦ୍ମ ସରକାରଙ୍କୁ ଯଦି ସୁଖ ଲାଗୁଚି ତେବେ ଆମେ କ’ଣ କରିପାରିବା ? ପୁଣି ଥରେ କହୁଚୁ ଯେ,…

Women's World Cup 2025: India Beat Pakistan By 88 Runs

ମହିଳା ଦିନିକିଆ ବିଶ୍ୱକପ ରେ ପାକିସ୍ତାନକୁ ୮୮ ରନ୍‌ରେ ହରାଇଲା ଭାରତ

କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମହିଳା ଦିନିକିଆ ବିଶ୍ୱକପ୍‌ ୨୦୨୫ରେ ଭାରତୀୟ ମହିଳା କ୍ରିକେଟ୍‌ ଦଳ ପାକିସ୍ତାନକୁ ୮୮ ରନ୍‌ରେ ପରାସ୍ତ କରି ବିଜୟ ହାସଲ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୨୪୮ ରନ୍‌ର ଲକ୍ଷ୍ୟ ନିର୍ଦ୍ଧାରଣ…

କଟକରେ ଇଣ୍ଟରନେଟ୍ ସେବା ବନ୍ଦ ହେବା ପରେ ୩୬ ଘଣ୍ଟା ପାଇଁ ଲାଗୁ ହେଲା କର୍ଫ୍ୟୁ

କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ । ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ । ଏ ନେଇ ସୂଚନା ଦେଉଛନ୍ତି ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ । ଆଜି ରାତି ୧୦ଟାରୁ…

କଟକରେ କ୍ୟାମ୍ପ୍‌ କରି ରହିବାକୁ ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କଟକରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ଘଟଣା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ଅପିଲ୍ କରିଛନ୍ତି । ଏହା ସହ କଟକରେ ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ କଟକରେ କ୍ୟାମ୍ପ୍‌ କରି…

କଟକରେ ସୋସିଆଲ୍ ମିଡିଆ ଉପରେ ଲାଗିଲା କଟକଣା

କଟକ ସହରରେ ସୋସିଆଲ୍ ମିଡିଆ ଉପରେ ଲାଗିଲା କଟକଣା । ଆସନ୍ତା ୨୪ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ ସେବା। ଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ ଲାଗିଲା କଟକଣା । ହ୍ବାଟ୍‌ସ ଆପ୍, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌,…