Month: October 2025

ନୂଆପଡ଼ା ଉପନିର୍ବାଚନ ପାଇଁ ଷ୍ଟିଅରିଂ, ଜୋନାଲ୍ ଏବଂ ଲୋକାଲ୍ ଆକ୍ସନ କମିଟି ଗଠନ କଲା ବିଜେଡି

ନୂଆପଡ଼ା ଉପନିର୍ବାଚନ ପାଇଁ ଷ୍ଟିୟରିଂ ଓ ଜୋନାଲ୍‌ କମିଟି ଗଠନ କଲା ବିଜେଡି । ନୂଆପଡା ଉପନିର୍ବାଚନକୁ ନଜରରେ ରଖି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ବରିଷ୍ଠ ନେତାମାନଙ୍କୁ ନେଇ ତିନୋଟି କମିଟି ଗଠନ କରିଛନ୍ତି। ଦଳର…

୧୧ ବରିଷ୍ଠ ନେତାଙ୍କୁ ସାଂଗଠନିକ ଦାୟିତ୍ୱ ଦେଲା ବିଜେଡି

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୧୧ ଜଣ ବରିଷ୍ଠ ନେତାଙ୍କୁ ସାଂଗଠନିକ ତାୟିତ୍ୱ ଦେଇଛି ବିଜୁ ଜନତା ଦଳ । ଉପସଭାପତି, ବରିଷ୍ଠସାଧାରଣ ସମ୍ପାଦକ, ସାଧାରଣ ସମ୍ପାଦକ ଏବଂ ସମ୍ପାଦକ ନିଯୁକ୍ତି ନେଇ ଘୋଷଣା କରିଛି ବିଜୁ ଜନତା…

ପୋଲିସ୍ SI ନିଯୁକ୍ତି କେଳେଙ୍କାରୀ ପ୍ରସଙ୍ଗ: ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଲା ବିଜେଡି

ପୋଲିସ ଏସ୍ଆଇ ପରୀକ୍ଷାରେ ଜାଲିଆତି ଘଟଣାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ରାଜ୍ୟବ୍ୟାପୀ ଯୁବ ଛାତ୍ର ନ୍ୟାୟ ଆନ୍ଦୋଳନ କରାଯିବ ବୋଲି ଆଜି ଦଳ ତରଫରୁ ଘୋଷଣା କରାଯାଇଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ,…

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିବା ସହିତ ରାଜ୍ୟର ସମସ୍ତ ଅଞ୍ଚଳରେ ଅସାମାଜିକ ବ୍ୟକ୍ତି, ବିଶୃଙ୍ଖଳାକାରୀ ତଥା ଅନ୍ୟାନ୍ୟ ସଂଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ କଡା ନଜର ରଖିବାକୁ ପୋଲିସ…

କଟକରେ ଶାନ୍ତି ସ୍ଥାପିତ ପାଇଁ ମୋହନ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ

ଭାଇଚାରାର ସହର କଟକରେ ଧୀରେ ଧୀରେ ଶାନ୍ତି ଫେରୁଛି । ସହରରେ ଶାନ୍ତି ଫେରାଇ ଆଣିବାକୁ ମୋହନ ସରକାରଙ୍କ ପଦକ୍ଷେପ ବେଶ ସ୍ୱାଗତଯୋଗ୍ୟ । ପରିସ୍ଥିତି ଉଦବେଗଜନକ ହେବା କ୍ଷଣି ତୁରନ୍ତ ଆକ୍ସନ ନେଇ କର୍ଫ୍ୟୁ ଜାରି କରିବା ସହ ୩୬…

ଘଣ୍ଟାଏ କାଳ ବର୍ଷାରେ ବେହାଲ ରାଜଧାନୀ ଅବସ୍ଥା; କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି

ରାଜଧାନୀ ଭୁବନେଶ୍ଵରରେ ଘଣ୍ଟାଏ କାଳ ଛେଚିଲା ବର୍ଷା । ହଠାତ୍ କଳାହାଣ୍ଡିଆ ମେଘ ମାଡ଼ିଆସି ନିର୍ଦ୍ଧୁମ ବର୍ଷିଲା ବର୍ଷା। ଯାହାଫଳରେ ରାଜଧାନୀର ବିଭିନ୍ନ ସ୍ଥାନରେ ବୁଡ଼ିଲା ରାସ୍ତାଘାଟ । ଯାହାକୁ ରଖିଲେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟ ବୋଲି ଜଣାପଡିଛି ।…

ଚଳିତ ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା

ଚଳିତ ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ଏଥିରେ ଜାପାନ, ଆମେରିକା ଏବଂ ଅଷ୍ଟ୍ରେଲିଆର ୩ ଜଣ ବୈଜ୍ଞାନିକ ରହିଛନ୍ତି । ରୟାଲ ସ୍ୱୀଡିଶ୍ ଏକାଡେମୀ ଅଫ୍ ସାଇନ୍ସର ଘୋଷଣା ମୁତାବକ ଜାପାନର ସୁସୁମୁ କିତାଗାୱା,…

ନୂଆପଡ଼ା ଉପନିର୍ବାଚନ: କେତେ ଦମ୍ ରେ ଲଢ଼ିବ ବିଜେଡି ?

ନୂଆପଡ଼ା ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି । ଆସନ୍ତା ୧୧ ତାରିଖରେ ମତଦାନ ଓ ୧୪ରେ ଭୋଟ ଗଣତି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ରାଜ୍ୟରେ ନୂଆ କରି ସରକାର ଗଠନ କରିଥିବା ବିଜେପି ନେତୃତ୍ୱରେ…

କଟକ ବାଲିଯାତ୍ରା ଗ୍ରାଉଣ୍ଡକୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା

କଟକ ବାଲିଯାତ୍ରା ଗ୍ରାଉଣ୍ଡକୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା । ନଭେମ୍ବର ୧ରୁ ୧୫ ତାରିଖ ମଧ୍ୟରେ ଏହି କଟକଣା ରହିବ । ଏନେଇ ନିର୍ଦ୍ଦେଶନାମା ଜାରି କଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ। ସେ କହିଛନ୍ତି ବାଲିଯାତ୍ରା ଗ୍ରାଉଣ୍ଡର…

ଭିଜିଲାନ୍ସ ଜାଲରେ ଓଏଏସ୍ ଅଧିକାରୀ

ଭିଜିଲାନ୍ସ ଜାଲରେ ଓଏଏସ୍ ଅଧିକାରୀ। ଲାଞ୍ଚ ନେବା ବେଳେ ଗଞ୍ଜାମ ବେଲଗୁଣ୍ଠା NAC କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀଙ୍କୁ କାବୁ କଲା ଭିଜିଲାନ୍ସ । ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ । ଜଣେ କର୍ମଚାରୀଙ୍କ ରିଲିଜ ଅର୍ଡର…