Month: October 2025

Nuapada-Bypoll: ନୂଆପଡ଼ା ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

ଉପନିର୍ବାଚନ ପାଇଁ ନୂଆପଡ଼ାରେ ପ୍ରଚାର ସରଗରମ ରହିଥିବାବେଳେ ଏହି କ୍ରମରେ ଆସନ୍ତା ୩ ତାରିଖ ଦିନ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ନବୀନ…

Chai Pe Charcha: ନୂଆପଡା ଏନଏସିରେ ବିଜେପି ରାଜ୍ୟସଭାପତିଙ୍କ ଚାଏ-ପେ-ଚର୍ଚ୍ଚା; ସ୍ଥାନୀୟାବାସୀନ୍ଦାଙ୍କ ସହ କଲେ ଆଲୋଚନା

ନୂଆପଡା ବିଧାନସଭା ଉପନିର୍ବାଚନରେ ପରିପ୍ରେକ୍ଷୀ ରେ ଆଜି ସକାଳେ ନୂଆପଡ଼ା ଏନଏସିର ଏକତା ଛକରେ ବିଜେପି ପକ୍ଷରୁ “ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇ ସ୍ଥାନୀୟ ବାସିନ୍ଦାଙ୍କ…

Land Buying And Selling: ନଭେମ୍ବର ୧ରୁ ତହସିଲ୍‌ ଅଫିସ୍‌ରେ ହୋଇପାରିବ ଜମି କିଣାବିକା

ନଭେମ୍ବର ୧ରୁ ତହସିଲ୍‌ ଅଫିସ୍‌ରେ ହୋଇପାରିବ ଜମି କିଣାବିକା । ଜମି କାରବାରକୁ ସହଜ କରିବା ପାଇଁ ଏକ ପ୍ରମୁଖ ପ୍ରଶାସନିକ ସଂସ୍କାର ସ୍ୱରୂପ, ଓଡ଼ିଶା ସରକାର ନଭେମ୍ବର ୧ ତାରିଖରୁ ତହସିଲ କାର୍ଯ୍ୟାଳୟରେ ସିଧାସଳଖ ଜମି ପଞ୍ଜୀକରଣ, କ୍ରୟ ଏବଂ…

Drug-Free Campus in Odisha: କଲେଜ କ୍ୟାମ୍ପସ ହେବ ନିଶାମୁକ୍ତ; କ୍ୟାମ୍ପସରେ ନିଯୁକ୍ତ ହେବେ ଆଣ୍ଟି ଡ୍ରଗ ଇନ୍ସପେକ୍ଟର

କଲେଜ କ୍ୟାମ୍ପସ ହେବ ନିଶାମୁକ୍ତ । କ୍ୟାମ୍ପସ୍‌କୁ ନିଶାମୁକ୍ତ କରିବା ଲାଗି ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ପ୍ରତି କ୍ୟାମ୍ପସ୍‌ରେ ଆଣ୍ଟି ଡ୍ରଗ ଇନ୍ସପେକ୍ଟର ନିଯୁକ୍ତ ହେବେ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ଗଣମାଧ୍ୟମକୁ…

Gundicha Temple: ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର

ଖୁବଶୀଘ୍ର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ମହାପ୍ରଭୁଙ୍କ ଜନ୍ମସ୍ଥଳୀ ପୁରୀ ଗୁଣ୍ଡିଚା ମନ୍ଦିର । ଭକ୍ତ ମାନେ ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟ କରଣ ସହ ମହାପ୍ରଭୁଙ୍କ ଜନ୍ମସ୍ଥଳୀ ଦେଖିବାର ସୁଯୋଗ ପାଇବେ । ଏନେଇ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ସୂଚନା…

Sankarsan Parida Dies: କବି ତଥା ବିଜେପି ନେତା ଶଙ୍କର୍ଷଣ ପରିଡ଼ାଙ୍କ ପରଲୋକ

ବରିଷ୍ଠ ବିଜେପି ନେତା ଏବଂ ଲୋକପ୍ରିୟ କବି ଶଙ୍କର୍ଷଣ ପରିଡା ଗୁରୁବାର ଦିନ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ପତ୍ନୀ ଏବଂ ଦୁଇ ଝିଅ ଅଛନ୍ତି । ସେ ପୂର୍ବରୁ ଫୁସଫୁସ କର୍କଟ…

Panchuka Brata in Srimandir: ପଞ୍ଚୁକ ସମୟରେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଭକ୍ତ

ପଞ୍ଚୁକ ଉପଲକ୍ଷେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଆସିବେ ।ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ସ୍ଵତନ୍ତ୍ର ଦର୍ଶନ ବ୍ୟବସ୍ଥା କରିଛନ୍ତି ଜିଲ୍ଲା ପ୍ରଶାସନ । କେବଳ ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିପାରିବେ…

One Nation One Uniform: ଖୁବଶୀଘ୍ର ଲାଗୁ ହେବ ୱାନ୍ ନେସନ ୱାନ୍ ପୋଲିସ ୟୁନିଫର୍ମ ପଲିସି

ଦେଶରେ ଏଣିକି ପୋଲିସ ମାନଙ୍କର ଗୋଟିଏ ପ୍ରକାରର ୟୁନିଫର୍ମ ରହିବ । ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପୋଲିସ ୟୁନିଫର୍ମ ଆଉ ରହିବ ନାହିଁ । ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ତଥ୍ୟ ମାଗିଛି…

Lingaraja Temple Rituals: ପ୍ରାୟ ୨୪ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ପ୍ରାୟ ୨୪ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ସମର୍ଥା ନିଯୋଗର ସହଯୋଗ ପରେ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ ହୋଇଛି । ଆଜି ସକାଳୁ ଅବକାଶ ନୀତି ସମ୍ପନ୍ନ ହୋଇଥିବାବେଳେ କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହୋଇଛି…

Trump and Jinping meet: ୬ ବର୍ଷ ପରେ ଟ୍ରମ୍ପ-ଜିନ୍‌ପିଙ୍ଗ୍ ମଧ୍ୟରେ ଆଲୋଚନା

ଡୋନାଲ୍ଡ ଟ୍ରମ୍ପ ଓ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା । ୬ ବର୍ଷ ପରେ ଦକ୍ଷିଣ କୋରିଆ ବୁସାନରେ ଟ୍ରମ୍ପ-ଜିନ୍‌ପିଙ୍ଗ୍ ମଧ୍ୟରେ ଆଲୋଚନା ହୋଇଛି । ଟାରିଫ୍ ଲଢ଼େଇ ମଧ୍ୟରେ ପରସ୍ପରକୁ ଭେଟିଲେ ଉଭୟ ନେତା। ଦୁଇ ନେତାଙ୍କ ଆଭିମୁଖ୍ୟ…