Month: May 2024

ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୫୫% ମତଦାନ ହୋଇଛି

ଆଜି ରାଜ୍ୟରେ ସନ୍ଧ୍ୟା ୫ ଟା ସୁଦ୍ଧା ମୋଟ ୬୦.୫୫% ମତଦାନ ହୋଇଥିବା ବେଳେ ଆଗରେ ଅଛି ବରଗଡ଼। ବରଗଡ଼ ସଂସଦୀୟ କ୍ଷେତ୍ରରେ ୬୬.୧୪ % ମତଦାନ ହୋଇଥିବା ବେଳେ ଆସ୍କାରେ ୫୫.୬୫%, କନ୍ଧମାଳ ୫୭ .୪୬%, ବଲାଙ୍ଗୀରରେ ୬୧.୩୫% ଓ…

ଅହମ୍ମଦାବାଦ ବିମାନ ବନ୍ଦରରୁ ଗିରଫ ହେଲେ ୪ ଆତଙ୍କବାଦୀ

ଅହମ୍ମଦାବାଦ ବିମାନବନ୍ଦରରୁ ୪ଜଣ ଇସଲାମିକ୍ ଷ୍ଟେଟ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଗୁଜରାଟ ଆଣ୍ଟି-ଟେରୋର୍ ସ୍କ୍ୱାର୍ଡ (ATS) ଅହମଦାବାଦ ବିମାନବନ୍ଦରରୁ ସେମାନଙ୍କୁ ଗିରଫ କରିଛି।ଅହମଦାବାଦ ବିମାନବନ୍ଦରକୁ ବୋମା ପକାଇ ଉଡ଼ାଇ ଦେବାର ଧମକ ମିଳିବାର କିଛି ଦିନ ପରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ…

ଜୋତା ବ୍ୟବସାୟୀଙ୍କ ଘରେ ଚଢ଼ଉ , ଗଦି ଭିତରୁ ବାହାରିଲା ୬0 କୋଟି

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଆଗ୍ରାରେ ଜୋତା ବ୍ୟବସାୟୀଙ୍କ ଘରେ କ୍ରମାଗତ ଚଢାଉ ଆଜି ତୃତୀୟ ଦିନରେ ପହଞ୍ଚିଛି । ସୂଚନାନୁସାରେ, ଏପର୍ଯ୍ୟନ୍ତ ନଗଦ ୬0 କୋଟି ଟଙ୍କା ଟଙ୍କା ସମେତ ସୁନା, ରୁପା ଜବତ କରିଛି ଆୟକର ବିଭାଗ । ଏହି…

ଦିନ ୩ଟା ସୁଦ୍ଧା ରାଜ୍ୟରେ ୪୮.୯୫% ମତ ସାବ୍ୟସ୍ତ ହୋଇଛି

ଆଜି ରାଜ୍ୟରେ ଦିନ ୩ ଟା ସୁଦ୍ଧା ମୋଟ ୪୮.୯୫% ମତଦାନ ହୋଇଥିବା ବେଳେ ଆଗରେ ଅଛି ବରଗଡ଼। ବରଗଡ଼ ସଂସଦୀୟ କ୍ଷେତ୍ରରେ ୫୩.୮୮% ମତଦାନ ହୋଇଥିବା ବେଳେ ଆସ୍କାରେ ୪୬.୨୩%, କନ୍ଧମାଳ୪୮.୯୩%, ବଲାଙ୍ଗୀରରେ ୪୬.୯୬% ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ…

ରାଜ୍ୟରେ ଆଗାମୀ ୫ ଦିନ ଯାଏ ଲାଗି ରହିବ କାଳବୈଶାଖୀର ପ୍ରଭାବ

ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ ବର୍ଷା ଲାଗି ରହିବ । ଏଥିସହ ଦିନର ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୨, ୨୩ ଓ ୨୪…

ପାଣି ନାହିଁ ତ, ଭୋଟ ନାହିଁ

ଗଞ୍ଜାମ : ଆଜି ରାଜ୍ୟରେ ଦିତ୍ୱୀୟ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ, ଦେଶରେ ପଞ୍ଚମ ପର୍ଯ୍ୟାୟ ପର୍ଯ୍ୟାୟ ମତଦାନ । ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ଆଜି ମତାଧିକାର ସାବ୍ୟସ୍ତ କରୁଛନ୍ତି ଜନତା । ସାଧାରଣ ଜନତାଙ୍କ ମତଦାନ…

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଅପରାହ୍ନ ୧ଟା ସୁଦ୍ଧା ଓଡ଼ିଶାରେ ହୋଇଛି ୩୫.୩୧ ପ୍ରତିଶତ ମତଦାନ

ରାଜ୍ୟରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଭୋଟଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଦିନ ୧ ଟା ସୁଦ୍ଧା ୩୫.୩୧…

ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା

ବରଗଡ଼ : ରାଜ୍ୟରେ ନିର୍ବାଚନ ହିଂସା ବଢିବାରେ ଲାଗିଛି, ସଦର ଥାନା ସରସରା ଗାଁରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ । ମୃତଦେହକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ଅଟୋ ଚାଳକ ଜଣକ ହେଲେ ବିଶ୍ୱନାଥ ମିର୍ଧା । ସେ…

ବେରୁଆବାଡି ବୁଥରେ ହାତାହାତି ହେଲେ ବିଜେପି-ବିଜେଡି କର୍ମୀ

ଆଜି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଭଞ୍ଜନଗରରେ ଦେଖା ଦେଇଛି ନିର୍ବାଚନୀ ହିଂସା । ଭଞ୍ଜନଗରର ତୁରୁମୁ ପଞ୍ଚାୟତର ବେରୁଆବାଡି ଗାଁର ୪୭୮ ନମ୍ବର ବୁଥ ଭିତରେ ବିଜେଡି କର୍ମୀ ରିଗିଂ ଉଦ୍ୟମ କରୁଥିବା ଅଭିଯୋଗ ବେଳେ ହାତାହାତି ପରିସ୍ଥିତି…

ରତ୍ନଭଣ୍ଡାର ଚାବି ଯାଇ ତାମିଲନାଡୁରେ : ନରେନ୍ଦ୍ର ମୋଦି

କଟକ ନିର୍ବାଚନୀ ସଭାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନସଭାକୁ ସମ୍ବୋଧିତ କରିବା ସହ ବିଜେଡି ସରକାରଙ୍କ ଭବିଷ୍ୟତ ବାଣୀ କରିଛନ୍ତି ମୋଦୀ। ଓଡ଼ିଶାରେ ବିଜେପି ସରକାର ଗଢ଼ିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି।ମୋଦୀ କହିଛନ୍ତି, କଟକ ଆଧୁନିକ ଶିକ୍ଷାର ନଗରୀ,…