ହଟହଟା ହେଲେ ଦେବୀ ମିଶ୍ର

ବଡ଼ମ୍ବା : ବଡ଼ମ୍ବା ବିଜେଡି ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ରଙ୍କୁ ଆଜି ଲୋକଙ୍କ ଆଗରେ ହଟହଟା ହେବାକୁ ପଡିଛି । ନରସିଂହପୁର ବ୍ଲକ ଅନ୍ତର୍ଗତ ଚମ୍ପେଶ୍ୱର ପଞ୍ଚାୟତର ଚଷା ବାରବାଟୀକୁ ସେ ପ୍ରଚାର ପାଇଁ ଯାଇଥିଲେ। ଏତିକିବେଳେ ପାଣି ସମସ୍ୟାର ସମାଧାନ…

ଗଞ୍ଜାମରେ ପୁଣି ବିଜେଡି କର୍ମୀଙ୍କ ଗୁଣ୍ଡାଗିରି : ୫ ବିଜେପି କର୍ମୀ ଆହତ

ଭଜ଼ଞ୍ଜନଗର : ଆଜି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ଭଜ଼ଞ୍ଜନଗର ପୋଲିସ ସୀମା ଅନ୍ତର୍ଗତ ବେତାର ଛକରେ କିଛି ବିଜେଡି କର୍ମୀ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ଏହି ଆକ୍ରମଣରେ ୫ ରୁ ଅଧିକ ବିଜେପି କର୍ମୀ…

ବିଜେଡି ପାଇଁ ଶାଢ଼ୀ ବାଣ୍ଟି ବ୍ରହ୍ମଗିରିର ୩ ମହିଳା ନେତ୍ରୀ ପୁରୀ ସଦରରେ ଅଟକ

ବ୍ରହ୍ମଗିରି : ବାରମ୍ବାର ନିର୍ବାଚନ ଆଚରଣ ଆଇନ ଉଲଙ୍ଘନ କରୁଚି ବିଜୁ ଜନତା ଦଳ । ବ୍ରହ୍ମଗିରି ବିଜୁ ଜନତାଦଳର କିଛି ନାରୀନେତ୍ରୀ ମାନେ ମିଶନ ଶକ୍ତିର ମହିଳା ମାନଙ୍କୁ ଭୋଟ ଦେବା ପାଇଁ ଲୋଭ ଦେଖାଇ ଶାଢ଼ୀ ବାଣ୍ଟିଛନ୍ତି ।…

ବିଜୟ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ମୋଦି

ଆଜି ଓଡ଼ିଶା ପହଞ୍ଚିବା ପରେ ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବୈଠକରେ ୱାର ରୁମ୍‌, ପ୍ରଚାର, ବୁଥ୍‌ ମ୍ୟାନେଜମେଣ୍ଟ ଆଦିର ସମୀକ୍ଷା କରିଛନ୍ତି ମୋଦୀ। ନିର୍ବାଚନ ପରିଚାଳନା…

ଜନସଭାରେ ଭାଷଣ ନ ଦେଇ ଫେରିଲେ ରାହୁଲ ଓ ଅଖିଳେଶ

ଉତ୍ତରପ୍ରଦେଶ : ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନେତାମାନେ କ୍ରମାଗତ ଭାବରେ ନିର୍ବାଚନ ରାଲିରେ ନିଜ ଦଳକୁ ପ୍ରୋତ୍ସାହିତ କରୁଛନ୍ତି। ତେବେ ଇଣ୍ଡିଆ ମେଣ୍ଟର ଜନସଭାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କୌଣସି…

ଓଡ଼ିଶାରେ ପହଞ୍ଚିଲେ ମୋଦୀ

ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱର ବିମାନ ବନ୍ଦରରେ ଦଳୀୟ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯିବା ସହ ସ୍ବାଗତ କରାଯାଇଥିଲା। ଏହାପରେ ଆଜି ସନ୍ଧ୍ୟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କ ସହ ସମୀକ୍ଷା…

ବାତ୍ୟା ପାଇଁ ଆକଳନ ହୋଇନି : ପାଣିପାଗ ନିର୍ଦ୍ଦେଶିକା

ଭୁବନେଶ୍ୱର : ୨୨ ତାରିଖ ବେଳକୁ ରାଜ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ପ୍ରାଥମିକ ସ୍ତରରେ ଏହାର ଗତି ଉତ୍ତର ଓ ଉତ୍ତର…

ଓଡ଼ିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚି ପାରିନି : ରାଜନାଥ ସିଂ

ସମ୍ବଲପୁର : ଓଡ଼ିଶାରେ କାଲି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନୀ ହେବାକୁ ଥିବା ବେଳେ ଆଜି ଦେଖିବାକୁ ମିଳିଛି ଆଉଜଣେ କେନ୍ଦ୍ରୀୟ ନେତାଙ୍କୁ । ଆଜି ଓଡିଶା ଗ୍ରସ୍ତରେ ଆସି ସମ୍ବଲପୁର ରେଢ଼ାଖୋଲରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରେଢ଼ାଖୋଲ…

କଥାରେ ସଂଯମତା ରକ୍ଷା କରନ୍ତୁ ପାଣ୍ଡିଆନ ବାବୁ : ଅପରାଜିତା

ଭୁବନେଶ୍ୱର : 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଔକାତ୍‌, ଦମ୍‌ ପରି ଶଦ୍ଦର ବ୍ୟବହାର ଓ ତାଙ୍କର ଯୋଗ୍ୟତା ଉପରେ ପ୍ରଶ୍ନ କରିବା ଠିକ୍‌ ନୁହେଁ। ପୂର୍ବତନ ଆଇଏଏସ୍ ଅଧିକାରୀ…

ବିଜେପିରେ ମିଶିଲେ ୧୦୦ରୁ ଅଧିକ ସଂଖ୍ୟାଲଘୁ ଭୋଟର

ପିପିଲିରେ ବଢୁଛି ବିଜେପିର ଶକ୍ତି। ବିଜେପିରେ ମିଶିଲେ ୧୦୦ରୁ ଅଧିକ ସଂଖ୍ୟାଲଘୁ ଭୋଟର। ଗତକାଲି ପୁରୀ ଜିଲ୍ଲା ପିପିଲି ବ୍ଲକ ହାଟସାହି ପଞ୍ଚାୟତର ନାଏବ ସରପଞ୍ଚ ଓ ୨ ନମ୍ବର ୱାର୍ଡର ୱାର୍ଡମେମ୍ବରଙ୍କ ସମେତ ଦାନଗୋହିରି ଗାଁର ୧୦୦ରୁ ଅଧିକ ମୁସଲିମ୍…