ପୁଣି ଅଶାନ୍ତ ରାଜଧାନୀ ଭୁବନେଶ୍ୱର। ଦିନ ଦ୍ୱିପ୍ରହରରେ ସର୍ବସାଧାରଣଙ୍କ ସାମ୍ନାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଏହି ଘଟଣା ଘଟିଛି ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଅଞ୍ଚଳରେ। ଖବର ପାଇ ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଆକ୍ରମଣରେ ଦୀପକ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଆକ୍ରମଣ ପଛରେ ପ୍ରକୃତ କାରଣ ଜଣାପଡ଼ିନାହିଁ । Post navigation No Joining No Salary: ଅର୍ଥ ବିଭାଗର ନିର୍ଦ୍ଦେଶକୁ ଫୁ’ ପରେ କଡ଼ା ଆଭିମୁଖ୍ୟ; ନୂଆ ସ୍ଥାନରେ ଯୋଗ ନ ଦେଲେ ବନ୍ଦ ହେବ ଦରମା Restrictions Imposed on Coal And Ash Transport: କୋଇଲା ଓ ପାଉଁଶ ଗାଡ଼ି ଉପରେ ଲାଗିଲା କଟକଣା; ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ପରିବହନ ବନ୍ଦ