କୋଇଲା ଓ ପାଉଁଶ ପରିବହନ ଗାଡ଼ି ଉପରେ ଲାଗିଲା କଟକଣା । ଏଣିକି ସକାଳ ୬ ଟାରୁ ରାତି ୧୦ ପର୍ଯ୍ୟନ୍ତ ଚାଲି ପାରିବନି ପାଉଁଶ ଓ କୋଇଲା ପରିବହନ ଗାଡ଼ି । ଦୁର୍ଘଟଣା ଏବଂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ନିଆଯାଇଛି କଡ଼ା ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

ଏହି କଟକଣା ୪ ଜିଲ୍ଲାରେ କୋଇଲା ଓ ପାଉଁଶ ଗାଡ଼ି ପରିବହନ ଉପରେ ଲଗାଯାଇଛି । ସେହି ଜିଲ୍ଲାଗୁଡିକ ହେଲା ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ସମ୍ବଲପୁର ।

Leave a Reply

Your email address will not be published. Required fields are marked *