ନୟାଗଡ଼ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୋଲିସକୁ ଜଣାଇବାରୁ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ । ଚୋରା ମାଙ୍କଡ଼ା ପଥର ଖଣିକୁ ବିରୋଧ କରିବାରୁ ଗଡ଼ିଲା ଯୁବକ ମୁଣ୍ଡ । ଓଡ଼ଗାଁ କଦଳୀବନ୍ଧରେ ଯୁବକଙ୍କୁ ଖଣି ମାଫିଆଙ୍କ ନିର୍ମମ ହତ୍ୟା କରିଛନ୍ତି । ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ, ବାମ ହାତ ସଂପୂର୍ଣ୍ଣ କାଟି ଦେଇଛନ୍ତି ଖଣି ମାଫିଆ।

ଏହି ଘଟଣା ପରେ ନ୍ୟାୟ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ, ଅଟକିଛି ଶତାଧିକ ଗାଡ଼ି ।

Leave a Reply

Your email address will not be published. Required fields are marked *