ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କଲା ବିଜେଡି । ଯେଉଁଥିରେ ୮୯ ନେତାଙ୍କୁ ଉପସଭାପତି, ସା.ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ ଦାୟିତ୍ବ ଦିଆଯାଇଛି । ବାଲେଶ୍ବରର ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ଉପସଭାପତି ଦାୟିତ୍ବ ଦେଇଥିବା ବେଳେ ରଘୁନନ୍ଦନ ଦାସ, ଜୀବନ ପ୍ରଦୀପ ଦାସ, ସାନନ୍ଦ ମାରାଣ୍ଡି ବରିଷ୍ଠ ସା. ସମ୍ପାଦକ ଓ ସତ୍ୟବାଦୀର ରମାରଂଜନ ବଳିୟାର ସିଂ ମଧ୍ୟ ବରିଷ୍ଠ ସା. ସମ୍ପାଦକ ଦାୟିତ୍ଵ ଦିଆଯାଇଛି ।

Leave a Reply

Your email address will not be published. Required fields are marked *