ପଶ୍ଚିମବଙ୍ଗ ନିର୍ବାଚନରେ ହାରିବା ପରେ ନିଜ ପଦ ଛାଡିବାକୁ ମନା କରି ପ୍ରେସମିଟରେ ପ୍ରବଳ ବର୍ଷିଛନ୍ତି ମମତା ବାନାର୍ଜୀ।ଶହେରୁ ଅଧିକ ସିଟ୍ ବିଜେପି ଚୋରି କରିଥିବା ଅଭିଯୋଗ ଆଣି ସେ କହିଛନ୍ତି ଆମେ ବେଙ୍ଗଲରେ ପରାଜିତ ହୋଇନାହୁଁ । CEC ନିର୍ବାଚନରେ ଭିଲେନ୍ ସାଜିଥିଲା । ଆମେ ନିର୍ବାଚନ ହାରିନାହୁଁ । ଶହେରୁ ଅଧିକ ସିଟ୍ ଚୋରି ହୋଇଛି ।

Leave a Reply

Your email address will not be published. Required fields are marked *