ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନେଇ ରାଜନୀତି ସରଗରମ ହେଉଥିବା ବେଳେ ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ମତ। କିନ୍ତୁ ଏହା ବିତର୍କର ପ୍ରସଙ୍ଗ, ଚର୍ଚ୍ଚାର ଆବଶ୍ୟକତା ଅଛି। Post navigation ନାଁ ବଡ଼ ନୁହେଁ କାମ ବଡ଼: ସୌମ୍ୟ କନିଷ୍ଠ ଯନ୍ତ୍ରୀଙ୍କ ଘରୁ ପୁଳା ପୁଳା ଟଙ୍କା ଠାବ