ତାଜା ଖବର ରାଜ୍ୟ Historic Achievement: ଓଡ଼ିଶା ପୋଲିସରେ ଇତିହାସ; ପ୍ରଥମ ଥର NSG କମାଣ୍ଡୋ ହେଲେ ୩ ମହିଳା କନଷ୍ଟେବଲ୍ November 21, 2026 Nirvay ଓଡ଼ିଶା ପୋଲିସ୍ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ରାଜ୍ୟ ପୋଲିସ୍ ବାହିନୀର ତିନିଜଣ ମହିଳା କନଷ୍ଟେବଲ୍, ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ (NSG) ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର କମାଣ୍ଡୋ ପ୍ରଶିକ୍ଷଣକୁ ସଫଳତାର ସହ ସମ୍ପୂର୍ଣ୍ଣ କରିବାରେ ପ୍ରଥମ ହୋଇଛନ୍ତି ।…