Tag: Swachh Bharat Mission-Urban 2.0

Swachh Bharat Mission-Urban 2.0: ସ୍ୱଚ୍ଛତା କ୍ଷେତ୍ରରେ ଓଡ଼ିଶାର ବଡ଼ ସଫଳତା: ‘ପ୍ରଗତି ୫୦’ ଯୋଜନାରେ ସାମିଲ ହେଲେ ଭୁବନେଶ୍ୱର ଓ ପୁରୀ

ଓଡ଼ିଶାର ସହରାଞ୍ଚଳ ସ୍ୱଚ୍ଛତା ଓ ବୈଜ୍ଞାନିକ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ମିଳିଛି। କେନ୍ଦ୍ର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ (MoHUA) ଦ୍ୱାରା ‘ସ୍ୱଚ୍ଛ ଭାରତ ମିଶନ-ସହରୀ ୨.୦’ ଅଧୀନରେ ଆରମ୍ଭ କରାଯାଇଥିବା ‘ପ୍ରଗତି ୫୦’ କାର୍ଯ୍ୟକ୍ରମରେ…