Tag: Supreme court

SC Upholds EC’s Power to Conduct SIR: ସମଗ୍ର ଭାରତରେ SIR ପରିଚାଳନା ପାଇଁ ECIର କ୍ଷମତାକୁ ସୁପ୍ରିମକୋର୍ଟଙ୍କ ସମର୍ଥନ

ସୁପ୍ରିମକୋର୍ଟ ନିର୍ବାଚନ କମିଶନ (ଇସି)ର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) କରିବା କ୍ଷମତାକୁ ସମର୍ଥନ କରିଛନ୍ତି। ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି ଯେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ…

Stray Dog Case: ସାର୍ବଜନୀନ ସ୍ଥାନରୁ ହଟିବେ ବୁଲା କୁକୁର; ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଜନତାଙ୍କ ବୃହତର ସ୍ବାର୍ଥ ରକ୍ଷା ଦୃଷ୍ଟିରୁ ଜନଗହଳି ପୂର୍ଣ୍ଣ ରାସ୍ତାଗୁଡ଼ିକରୁ ବୁଲା କୁକୁରଙ୍କୁ ହଟାଇବାକୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

SC Dismisses TMC Plea: ପଶ୍ଚିମବଙ୍ଗ ନିର୍ବାଚନ ଭୋଟ ଗଣତି ପ୍ରସଙ୍ଗରେ TMCର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ତୃଣମୂଳ କଂଗ୍ରେସକୁ ଝଟକା ।ସୁପ୍ରିମକୋର୍ଟ ଶନିବାର ଦିନ ପଶ୍ଚିମବଙ୍ଗ ଭୋଟ ଗଣନା ପ୍ରକ୍ରିୟା ପାଇଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଗଣନା ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି କରିବା ପାଇଁ ନିର୍ବାଚନ କମିଶନଙ୍କ ଅଧିକାରକୁ ସମର୍ଥନ କରିଛନ୍ତି । ଏହାସହିତ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ…

Harish Rana Dies: ଆଖି ବୁଜିଲେ ଇଚ୍ଛାମୃତ୍ୟୁ ଅନୁମତି ପାଇଥିବା ହରିଶ ରାଣା

ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ୩୨ ବର୍ଷୀୟ ହରିଶ ରାଣାଙ୍କ ମୃତ୍ୟୁ ହୋଇଛି । ସେ ସୁପ୍ରିମକୋର୍ଟଙ୍କ ଠାରୁ ଇଚ୍ଛାମୃତ୍ୟୁ ଅନୁମତି ପାଇଥିଲେ । ଦେଶରେ ପ୍ରଥମ ଥର ପାଇଁ ଜଣଙ୍କୁ ଇଚ୍ଛାମୃତ୍ୟୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଅନୁମତି…

No SC Status for Converts: ଧର୍ମ ପରିବର୍ତ୍ତନ କଲେ ରଦ୍ଦ ହେବ ଏସସି/ଏସଟି ମାନ୍ୟତା

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମାମଲାରେ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ଭାରତର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତିମାନେ ଅନୁସୂଚିତ ଜାତି (ଏସସି/ଏସଟି)…