Tag: Supreme court

Dara Singh Case in SC: ସୁପ୍ରିମକୋର୍ଟରେ ମେ ୧୩ ତାରିଖରେ ଦାରା ସିଂ ମାମଲାର ପରବର୍ତ୍ତୀ ଶୁଣାଣି

ଆଜି ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଛନ୍ତି । ବହୁଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ ଦଣ୍ଡାଦେଶ କାଟୁଥିବା ଦାରା ସିଂହଙ୍କ ଦଣ୍ଡ କୋହଳ…

SC Passive Euthanasia Verdict: ଦେଶର ପ୍ରଥମ ଇଚ୍ଛାମୃତ୍ୟୁ ଆବେଦନକୁ ସୁପ୍ରିମକୋର୍ଟଙ୍କ ଅନୁମତି

ଦେଶର ପ୍ରଥମ ଇଚ୍ଛାମୃତ୍ୟୁ ଆବେଦନକୁ ମିଳିଲା ଅନୁମତି । ଦେଶର ପ୍ରଥମ ଇଚ୍ଛା ମୃତ୍ୟୁ ଆବେଦନକୁ ସର୍ବୋଚ୍ଚ ଅଦାଲତ ମଞ୍ଜୁରି ପ୍ରଦାନ କରିଛନ୍ତି । ପଞ୍ଜାବର ୩୧ ବର୍ଷୀୟ ହରିଶ ରାଣାଙ୍କ ଇଚ୍ଛାମୃତ୍ୟୁକୁ ଅନୁମତି ଦେଲେ ସର୍ବୋଚ୍ଚ କୋର୍ଟ। ଦୀର୍ଘ ୧୩…

NCERT Class 8 TextBook: ସୁପ୍ରିମ୍‌କୋର୍ଟଙ୍କ ତୀବ୍ର ସମାଲୋଚନା ପରେ କ୍ଷମା ମାଗିଲା ଏନସିଇଆରଟି

ସୁପ୍ରିମ୍‌କୋର୍ଟଙ୍କ ତୀବ୍ର ସମାଲୋଚନା ପରେ କ୍ଷମା ମାଗିଛି ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)। ବିବାଦୀୟ ବିଷୟ ‘ନ୍ୟାୟପାଳିକା ଦୁର୍ନୀତି’ ବିଷୟକୁ ନେଇ କ୍ଷମା ପ୍ରାର୍ଥନା କରିଛି ଏନସିଆରଟି । ଏନସିଇଆରଟିର ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନରେ ନ୍ୟାୟାପାଳିକାରେ…

SC Slams NCERT: ଏନ୍‌ସିଇଆର୍‌ଟି ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ଖପ୍ପା

ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ୮ମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ “ନ୍ୟାୟପାଳିକାରେ ଦୁର୍ନୀତି” ଶୀର୍ଷକ ଏକ ଅଂଶ ଅନ୍ତର୍ଭୁକ୍ତ କରିଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏନ୍‌ସିଇଆର୍‌ଟିର ଏହି ପୁସ୍ତକକୁ ନେଇ ତୀବ୍ର ଅସନ୍ତୋଷ…

Ganjam Road Tragedy: ଗଞ୍ଜାମ ଟ୍ରକ୍ ଦୁର୍ଘଟଣା ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଗଞ୍ଜାମ ସଡ଼କ ଦୁର୍ଘଟଣା ମାମଲାରେ ସୁପ୍ରିମକୋର୍ଟ ରାସ୍ତା ନିରାପତ୍ତା କମିଟି ରିପୋର୍ଟ ମାଗିଛନ୍ତି । ମାର୍ଚ୍ଚ ୫ ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ଅଭୟ ମନୋହର ସାପ୍ରେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି…

UGC’s New Equity Rules: ନୂଆ ନିୟମ ଉପରେ ‘ସୁପ୍ରିମ୍’ ଛାଟ; ହିନ୍ଦୁ ସମାଜକୁ ଭାଙ୍ଗିବା ପାଇଁ ୟୁଜିସି ଚକ୍ରାନ୍ତ ପଣ୍ଡ

୭୫ବର୍ଷ ଧରି ଜାତିବିହୀନ ସମାଜ ଗଠନ କରିବା ଦିଗରେ ଆମେ ଯାହା କରିଛେ, କ’ଣ ଆମେ ଏବେ ଏହାର ଓଲଟା ଦିଗକୁ ଯାଇଛେ ? ଜାତି ଆଧାରିତ ଭେଦଭାବକୁ ଭିନ୍ନ ଭାବେ ପରିଭାଷିତ କରିବାର ଆବଶ୍ୟକତା କାହିଁ କି ପଡ଼ିଲା ?…

UGC’s New Equity Rules: ୟୁଜିସିର ନୂଆ ନିୟମ ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ଉଚ୍ଚ ଶିକ୍ଷାନୁଷ୍ଠାନରେ ସମାନତାକୁ ପ୍ରୋତ୍ସାହନ ଦେଉଥିବା ୟୁଜିସିର ନୂଆ ନିୟମାବଳି ୨୦୨୬ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ଦିନ ସୁପ୍ରିମକୋର୍ଟ କଲେଜଗୁଡିକରେ ଦେଶବ୍ୟାପୀ ଅସନ୍ତୋଷ ସୃଷ୍ଟି କରିଥିବା ୟୁଜିସି ନିୟମାବଳୀ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ଏବଂ କେନ୍ଦ୍ରକୁ…

Supreme Court on Stray Dogs: ଶିକ୍ଷାନୁଷ୍ଠାନ, ହସ୍ପିଟାଲ ପରିସରରୁ ବୁଲା କୁକୁର ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସୁପ୍ରିମକୋର୍ଟ ଆଜି ବୁଲା କୁକୁର ସମ୍ପର୍କିତ ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ ଆଜି ଦେଶର ସମସ୍ତ ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ବସ୍ ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ ପରିସରରୁ ସମସ୍ତ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ କଡା…

Next CJI: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ । ସୁପ୍ରିମକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ବିଆର୍ ଗଭାଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି । ବର୍ତ୍ତମାନର…

ତାମିଲନାଡୁ କରୁର ଦଳାଚକଟା ଘଟଣା: ତଦନ୍ତ କରିବ CBI

ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାପରେ ଅଭିନେତା ତଥା ନେତା ବିଜୟଙ୍କ ଅଡ଼ୁଆ ବଢିଛି। ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗିଙ୍କ…