Tag: Supreme court

ଗୃହିଣୀଙ୍କ ତ୍ୟାଗ ଓ ପରିବାର ପ୍ରତି ଭୂମିକାକୁ ସମ୍ମାନ ଦିଅ: ସୁପ୍ରିମକୋର୍ଟ

ଗୃହୀଣୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଜି ଏକ ବଡ଼ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ଗୃହିଣୀଙ୍କୁ ଆର୍ଥିକସ୍ତରରେ ନିଶ୍ଚିତ ଭାବେ ସଶକ୍ତ କରିବାର ଆବଶ୍ୟକତା ରହିଛି। ଗୃହିଣୀ ପରିବାରର ଆୟ ବିଷୟରେ ଅବଗତ ହେବା ଦରକାର। ପରିବାର ଆର୍ଥିକ ଅଭିବୃଦ୍ଧି ପାଇଁ ଗୃହିଣୀଙ୍କ…

ଛାଡପତ୍ର ପରେ ପୂର୍ବ ସ୍ଵାମୀଙ୍କଠାରୁ ମୁସଲମାନ ମହିଳା ପାଇବେ ଭରଣପୋଷଣ ଟଙ୍କା

ତଲାକ୍ ହୋଇଥିବା ମୁସଲମାନ ମହିଳାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳାୟ। ଏଣିକି ତଲାକ୍ ପରେ ପୂର୍ବସ୍ଵାମୀଙ୍କଠାରୁ ଭରଣପୋଷଣ ଦାବି କରିପାରିବେ ମୁସଲମାନ ମହିଳା। ଏନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ବୁଧବାର କୋର୍ଟ କହିଛନ୍ତି , ମୁସଲମାନ ମହିଳାମାନେ CRPC…

ଜାମିନ ପାଇଁ ସୁପ୍ରିମକୋର୍ଟ ଗଲେ କେଜରିୱାଲ

ଅବକାରୀ ନୀତି ଦୁର୍ନୀତି ମାମଲାରେ ଟ୍ରାଏଲ କୋର୍ଟ ଜାମିନ ଦେଇଥିଲେ। କିନ୍ତୁ ହାଇକୋର୍ଟ ଏହା ଉପରେ ଅସ୍ଥାୟୀ ଭାବେ ରୋକ ଲଗାଇ ଦେଇଥିଲେ। ଏବେ ହାଇକୋର୍ଟଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପାଇଁ…

ସୁପ୍ରିମକୋର୍ଟକୁ ଗଲା ନିଟ (NEET) ବିବାଦ

ନିଟ ବିବାଦ ନେଇ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ହେଲା ହାଇକୋର୍ଟରେ ଥିବା ମାମଲା। ଏ ନେଇ ଏନଟିଏ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ଏବେଠୁ ନିଟ୍‌ ମାମଲାର ସମସ୍ତ ଶୁଣାଣି ସୁପ୍ରିମକୋର୍ଟରେ ହେବ। କାଉନସେଲିଂ ପ୍ରକ୍ରିୟା ଜାରି ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ନିଟ ପରୀକ୍ଷା ପେପର ଲିକ ମାମଲା: ଏନଟିଏକୁ ସୁପ୍ରିମକୋର୍ଟଙ୍କ ନୋଟିସ

ଆଜି ପୁଣି ନିଟ୍‌ ମାମଲକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ। ସାମାନ୍ୟ ଦାୟିତ୍ୱହୀନତା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ କହିଲେ କୋର୍ଟ। ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ବେଞ୍ଚ ନିଟ୍‌ ୟୁଜି…

ସୁପ୍ରିମକୋର୍ଟରେ ପହଞ୍ଚିଲା ଏଏସ୍‌‌ଓ ଚୟନ ଅନିୟମିତତା ମାମଲା

ଭୁବନେଶ୍ୱର : ସୁପ୍ରିମକୋର୍ଟରେ ପହଞ୍ଚିଲା ଏଏସ୍‌‌ଓ ଚୟନ ଅନିୟମିତତା ମାମଲା। ଶୁକ୍ରବାର ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନୋଟିସ୍‌‌ କରିଛନ୍ତି। ରାଜ୍ୟ ସରକାର,ଓପିଏସ୍‌‌ସି ସହ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍‌‌ କରିଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀ ରଜତ ମିଶ୍ରଙ୍କ ଏସ୍‌‌ଏଲ୍‌‌ପିକୁ ଗ୍ରହଣ କରି ନୋଟିସ୍‌‌…