ତାଜା ଖବର ରାଜ୍ୟ Sunia Celebrated in Puri: ଶ୍ରୀମନ୍ଦିର ଶ୍ରୀନହରରେ ସୁନିଆଁ ନୀତି, ଗଜପତି ମହାରାଜାଙ୍କ ପ୍ରଚଳିତ ହେଲା ୭୧ ଅଙ୍କ September 23, 2026 Papirani ଭାଦ୍ରବ ଶୁକ୍ଲ ଦ୍ୱାଦଶୀ ତିଥି ଅବସରରେ ପବିତ୍ର ଶ୍ରୀକ୍ଷେତ୍ର ପୁରୀଠାରେ ପାରମ୍ପରିକ ଓଡ଼ିଆ ନବବର୍ଷ ‘ସୁନିଆଁ’ ପର୍ବ ଆନନ୍ଦ ଓ ନିଷ୍ଠାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ସଂସ୍କୃତିମୟ ଶୁଭ ଅବସରରେ ପୁରୀ ଶ୍ରୀନଅରରେ ସ୍ୱଶାସନ ଓ ରାଜକୀୟ ପରମ୍ପରାନୁସାରେ ଗଜପତି…