ରାଜ୍ୟ ବିଷ୍ଣୁପଦ ମାମଲାରେ ସିବିଆଇକୁ ଯିବେ କି ସରକାର ? December 20, 2024 Papirani ତିନି ‘ଏମ୍’ଙ୍କୁ ମିଳିଗଲା ଜାମିନ । ତିନି ଏମ୍ ହେଲେ -ମୁଖାର୍ଜୀ, ମହାପାତ୍ର ଏବଂ ମହାରଣା। ବ୍ରିଜ ଆଣ୍ଡ ରୂଫ କମ୍ପାନୀର ୧୦ଲକ୍ଷ ଟଙ୍କାର ଲାଞ୍ଚ ମାମଲାରେ ଏହି ତିନିଜଣଙ୍କୁ ଗିରଫ କରିଥିଲା ସିବିଆଇ। ରିମାଣ୍ଡରେ ନେଇଥିଲା । ଜେରା କଲା…
ରାଜ୍ୟ ଚିଟ୍ଫଣ୍ଡ ‘ଅଫିସର’ଙ୍କୁ ସିବିଆଇ କେବେ କରିବ ଜେରା ? December 16, 2024 Papirani ଚିଟ୍ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ କେଉଁଠି ଅଛି, କେଉଁ ପର୍ଯ୍ୟାୟରେ ଅଛି, ଏକଥା ବ୍ରହ୍ମା ବିଷ୍ଣୁ ମହେଶ୍ଵର ବି କହିପାରିବେ ନାହିଁ । କିନ୍ତୁ କହିପାରିବେ ନରେନ୍ଦ୍ର ମୋଦୀ କିମ୍ବା ଅମିତ ଶାହା । ପୁରା ୧୦ ବର୍ଷ ଚାଲିଗଲା ଚିଟ୍ଫଣ୍ଡ…
ତାଜା ଖବର ରାଜନୀତି ରାଜ୍ୟ କଳା ତାଲିକା ଭୁକ୍ତ କମ୍ପାନୀକୁ ୩୦୦ କୋଟି ଟଙ୍କାର କାମ ଦେଇଛନ୍ତି ରାଜ୍ୟ ସରକାର; ବିଜେଡି ଆଣିଲା ଦୁର୍ନୀତି ଅଭିଯୋଗ December 3, 2024 Papirani ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଗଷ୍ଟ ମାସରେ ବିଧାନସଭାରେ ଯେଉଁ କମ୍ପାନୀକୁ କଳା ତାଲିକା ଭୁକ୍ତ ହୋଇଥିବା ସୂଚନା ଦେଇଥିଲେ, ସେହି କମ୍ପାନୀକୁ ରାଜ୍ୟ ସରକାର ଅକ୍ଟୋବର ମାସରେ ୩୦୦ କୋଟି ଟଙ୍କାର କାମ ଦେଇଛନ୍ତି, ଯାହା ବିଜେପି ସରକାରଙ୍କ ଦୁର୍ନୀତିକୁ…
ତାଜା ଖବର ରାଜ୍ୟ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର November 30, 2024 Papirani ପ୍ରାଥମିକ ସ୍କୁଲର ମଧ୍ୟାହ୍ନ ଭୋଜନ ପାଇଁ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ପୋଷଣ ସ୍କିମ୍ରେ ଖର୍ଚ୍ଚ ବଢ଼ାଇଥିବା ସୂଚନା ମିଳିଛି । ଆସନ୍ତା କାଲିଠୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମରୁ ୫ମ ଶ୍ରେଣୀ…
ତାଜା ଖବର ରାଜ୍ୟ ଭୁବନେଶ୍ବରରେ ଆଜି ଦିନ ୧ଟାରୁ ବନ୍ଦ ହେବ ସମସ୍ତ ସ୍କୁଲ November 29, 2024 Papirani ଭୁବନେଶ୍ୱରରେ ଆଜି ଦିନ ୧ଟା ଯାଏଁ ଚାଲିବ ସ୍କୁଲ । ଆଜିଠୁ ଭୁବନେଶ୍ବରରେ ୩ ଦିନିଆ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ…
ତାଜା ଖବର ରାଜନୀତି ରାଜ୍ୟ ଆଦିବାସୀ, ମହିଳା ଓ ଶିଶୁଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ: ବିଜେଡି November 21, 2024 Papirani ରାଜ୍ୟରେ ଆଦିବାସୀ, ମହିଳା ଓ ଶିଶୁଙ୍କୁ ନ୍ୟାୟ ପ୍ରଦାନ କରିବାରେ ରାଜ୍ୟ ସରକାର ବିଫଳ ବୋଲି ବିଜୁ ଜନତା ଦଳ ତରଫରୁ ଅଭିଯୋଗ କରାଯାଇଛି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ…
ତାଜା ଖବର ରାଜ୍ୟ ଭରତପୁର ଥାନା ମାମଲା: କୋର୍ଟରେ ତଥ୍ୟ ଦାଖଲ କଲେ ରାଜ୍ୟ ସରକାର November 12, 2024 Papirani ଭରତପୁର ଥାନା ମାମଲାରେ ଆଜି ହାଇକୋର୍ଟରେ ତଥ୍ୟ ଦାଖଲ କରିଛନ୍ତି ସରକାର । ଥାନାରେ ସେନା ଅଧିକାରୀଙ୍କ ବ୍ୟବହାର ନେଇ ଏସଓପି ଅଣାଯାଇଛି । ମାମଲାର ତଦନ୍ତ ଚାଲିଛି, ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ । ଥାନାରେ ସିସିଟିଭି ନେଇ ଏଡିଜି…
ତାଜା ଖବର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ପଦରୁ ହଟିଲେ ମିନତୀ ବେହେରା November 11, 2024 Papirani ମହିଳା କମିଶନ ଅଧ୍ୟକ୍ଷ ପଦରୁ ମିନତୀ ବେହେରା ହଟିଛନ୍ତି । ମିନତୀଙ୍କ ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ସରକାର ଆସିବା ପରେ ଗତ ଅକ୍ଟୋବର ମାସରେ ମହିଳା କମିଶନ…
ତାଜା ଖବର ରାଜନୀତି ରାଜ୍ୟ ଟାକୁଆ ପରେ ଉଠିଲାଣି ମିଲର୍ସଙ୍କୁ ଟଙ୍କା ମଗା ଅଭିଯୋଗ; ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବି କଲା ବିଜଦ November 7, 2024 Papirani କନ୍ଧମାଳ ଜିଲାରେ ଆମ୍ବ ଟାକୁଆ ଜାଉ ଖାଇବା ଘଟଣାଟି ଭାଜପା ସରକାର ସକାଶେ କଳାଦାଗ ହୋଇଛି। ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଘଟଣାର ଆରଡିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଛନ୍ତି । ଏହି…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟ ସରକାରଙ୍କ ଫୋକସ ବାତ୍ୟା ମୁକାବିଲାରେ ନୁହେଁ, ପ୍ରଶଂସା ସାଉଁଟିବାରେ ଥିଲା: ବିଜେଡି October 26, 2024 Papirani ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନେଇ ରାଜ୍ୟ ସରକାର ନିଜର ସଫଳତା ଦାବି କରି ଡିଣ୍ଡିମ ପିଟି ଚାଲିଥିବା ବେଳେ ବିଜୁ ଜନତା ଦଳ ତରଫରୁ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାର ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ…