Tag: Sri Sri University

Iconic Tower Inaugurated at Sri Sri University: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆଇକନିକ୍ ଟାୱାର’ ଲୋକାର୍ପିତ; ଓଡ଼ିଶାର ଶିକ୍ଷା ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ବିକାଶ ଯାତ୍ରାରେ ଆଜି ଏକ ନୂତନ ମାଇଲଖୁଣ୍ଟ ସ୍ଥାପିତ ହୋଇଛି। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ନବନିର୍ମିତ ‘ଆଇକନିକ୍ ଟାୱାର’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଉପ-ରାଷ୍ଟ୍ରପତିଙ୍କ କରକମଳରେ ଏହାର ଲୋକାର୍ପଣ କରିଛନ୍ତି । ଏହି…