ତାଜା ଖବର ରାଜନୀତି ରାଜ୍ୟ Odisha CM Releases Books on Speaker Surama Padhy: ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଚସ୍ପତି ସୁରମା ପାଢୀଙ୍କ ଉପରେ ଦୁଇଟି ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ July 1, 2026 Papirani ଓଡ଼ିଶା ବିଧାନ ସଭାର ୫୪ ନମ୍ବର ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଚସ୍ପତି ସୁରମା ପାଢୀଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ “Presiding with Purpose- Two Years Legislative Journey of Speaker Surama Padhy” ଓ “Two…