Tag: Sarat Pattanayak

କଂଗ୍ରେସରେ ବିକାଯାଉଛି ଟିକେଟ୍‌! ପ୍ରାର୍ଥୀ ହେଉଛ, ୫୦ ହଜାରର ଚେକ୍‌ ଓ ଦେଢ ଲକ୍ଷ କ୍ୟାସ୍‌ ଧରି ଆସ

ନିର୍ଭୟ ମିଡିଆ, ଭୁବନେଶ୍ୱର: ଗୁରୁବାର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରଦେଶ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଘୋଷଣା କରିଥିଲେ ଯେ, ଏପ୍ରିଲ ପ୍ରଥମ ସପ୍ତାହରେ ଅତି କମରେ ୧୦୦ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ।…