Tag: Sarada Prasad Nayak

MLA Sarada Nayak to Skip 2029 Polls: ରାଜନୈତିକ ମହଲରେ ହଲଚଲ; ୨୦୨୯ ନିର୍ବାଚନ ଲଢ଼ିବେ ନାହିଁ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ

ଓଡ଼ିଶା ରାଜନୀତିରେ ଏକ ବଡ଼ ହଲଚଲ ସୃଷ୍ଟି ହୋଇଛି।ବିଜେଡିର ବରିଷ୍ଠ ନେତା ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଆସନ୍ତା ୨୦୨୯ ନିର୍ବାଚନ ନଲଢ଼ିବାକୁ ଘୋଷଣା କରିଛନ୍ତି। ରାଉରକେଲାଠାରେ ଆୟୋଜିତ ଏକ ମଦ ବିରୋଧୀ ଆନ୍ଦୋଳନରେ ଯୋଗଦେଇ ସେ ଏହି…